କେଉଁଠୁ ଆସନ୍ତି କେଉଁଠିକୁ ଯାଆନ୍ତି ଜଣା ନାହିଁ, ଅଲିଭରିଡଲେ ଛୁଆ ଏବେ ସମୁଦ୍ର ମୁହାଁ
କାକଟପୁର (କେନ୍ୟୁଜ୍) : ଅସ୍ତରଙ୍ଗ ଉପକୂଳରୁ ଅଣ୍ଡା ଦେଇ ଫେରିଗଲେଣି ବିରଳ ଅଲିଭ ରିଡ୍ଲେ କଇଁଛ। ତାପରେ ବାଲିରୁ ଛୁଆ ବାହାରି ସମୁଦ୍ର ମୁହାଁ। ଅଲିଭରିଡଲେ କଇଁଛଙ୍କ ଏହି ପ୍ରାକୃତିକ କାର୍ଯ୍ୟ ଯୁଗ ଯୁଗର। ଯାହାର ରହସ୍ୟ ଭେଦିବାକୁ ସକ୍ଷମ ହୋଇ ନାହାନ୍ତି ବିଶେଷଜ୍ଞ କିମ୍ବା ପ୍ରାଣୀ…