କ’ଣ ପାଇଁ ବନ୍ଦ ହୋଇଗଲା ଭାରତର ସବୁଠୁ ବଡ଼ ଡୋମେନ୍ କମ୍ପାନୀ Net4India, ଚିନ୍ତାରେ ଲକ୍ଷାଧିକ ଗ୍ରାହକ
ନୂଆଦିଲ୍ଲୀ : ଭାରତର ସବୁଠୁ ବଡ଼ ଡୋମେନ୍ ରେଜିଷ୍ଟାର କମ୍ପାନୀ ହେଉଛି Net4India ହଠାତ୍ ବନ୍ଦ ହୋଇଯାଇଛି । ଯାହାକୁ ନେଇ ଗ୍ରାହକମାନେ ବହୁତ ଚିନ୍ତାରେ ଅଛନ୍ତି । ସୂଚନାନୁଯାୟୀ ଦିଲ୍ଲୀର Net4India ନାମକ ଏହି କମ୍ପାନୀ ଦେବାଳିଆ ହୋଇଯାଇଛି । ବନ୍ଦ ହେବା ନେଇ Net4India କମ୍ପାନୀ…