ଆପଣଙ୍କ ବିଧାୟକ ଏବଂ ସାଂସଦ କିପରି କରିଛନ୍ତି କାମ ? ଏହି ଆପ୍ ଦେବ ତାଙ୍କର ରିପୋର୍ଟ କାର୍ଡ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ନେଇ ସମସ୍ତ ସ୍ଥରରେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ପ୍ରଥମ ପର୍ୟ୍ୟୟର ନିର୍ବାଚନ ଏପ୍ରିଲ ୧୧ ତାରିଖରେ ହେବାକୁ ଯାଉଛି। କଣ ଆପଣ ମଧ୍ୟ ଚଳିତଥର ନିର୍ବାଚନରେ ମତଦାନ କରିବାକୁ ଯାଉଛନ୍ତି? ତେବେ ଆମେ ଆପଣଙ୍କ ପାଇଁ ଏପରି ଏକ ଆପ ଆଣିଛୁ ଯାହା ଦ୍ବାରା…