Browsing Tag

netaji bus terminal

ନେତାଜୀ ବସ ଟର୍ମିନାଲ ପରିସରରେ ରେଡ଼, ବିପୁଳ ଗୁଟକା, ତମ୍ବାଖୁ ଜବତ, ୬ ଦୋକାନ ସିଲ

କଟକ : କଟକ ନେତାଜୀ ବସ ଟର୍ମିନାଲ ପରିସରରେ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ରେଡ଼। ଏହି ରେଡ଼ରେ ବିପୁଳ ପରିମାଣରେ ଗୁଟକା, ତମ୍ବାଖୁ, ସିଗାରେଟ ଆଦି ସାମଗ୍ରୀ ଜବତ କରାଯାଇଛି। ମୋଟ ଛଅଟି ଦୋକାନକୁ ସିଲ କରିଛି ଏନ୍ଫୋର୍ସମେଣ୍ଟ ସ୍ୱାଡ। ସି.ଏନ.ବି.ଟି ର ନୋଡ଼ାଲ ଅଫିସରଙ୍କ ନେତୃତ୍ୱରେ ଏହି…

ନେତାଜୀ ବସ ଟର୍ମିନାଲ ବୁଲିଲେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ

କଟକ (କେନ୍ୟୁଜ୍): କଟକ ନେତାଜୀ ବସ ଟର୍ମିନାଲ ବୁଲିଲେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ଭୋର ସମୟରେ ଖାନନଗରରେ ବୁଲି ଦେଖିଲେ ବସଷ୍ଟାଣ୍ଡ। ଉଦଘାଟନ ପରେ ବସ ଟର୍ମିନାଲ ବୁଲି ଦେଖିବା ସହିତ ସୁବିଧା ଅସୁବିଧା ବୁଝିଥିଲେ। ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ…

ଉଦଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ, ପ୍ରଥମ ବସ୍ ଗଲା ପୁରୀକୁ

କଟକ(କେନ୍ୟୁଜ୍):କଟକ ସହର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫୪୧ କୋଟିର ପୂଜା ଭେଟି। ସିଏନବିଟି ସହ ୩୪୧ କୋଟି ଟଙ୍କାର ବ୍ୟୟ ଅଟକଳରେ ୧୦ଟି ପ୍ରକଳ୍ପର ଉଦଘାଟନ ଏବଂ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନ ୪ଟା ୩୦ରେ କଟକ ନେତାଜୀ ବସ ଟର୍ମିନାଲର…

କଟକ ସହରକୁ ନୂଆ ପରିଚୟ ଦେବ ନେତାଜୀ ବସ ଟର୍ମିନାଲ, କାଲି ହେବ ଉଦଘାଟନ

କଟକ (କେନ୍ୟୁଜ): କାଲି କଟକ ସହରରେ ଉଦଘାଟନ ହେବ କଟକ ନେତାଜୀ ବସ ଟର୍ମିନାଲ। ଏନେଇ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ବସ ଟର୍ମିନାଲ ପାଇଁ ୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ନୂଆ ବସ ଟର୍ମିନାଲର ଲୋକାର୍ପଣ କଟକ ସହରକୁ ଏକ…

୧୬ ତାରିଖରେ ଉଦଘାଟିନ ହେବ କଟକର ନେତାଜୀ ବସ ଟର୍ମିନାଲ, ମୋଟ ୧୫ଟି ପ୍ରକଳ୍ପର ହେବ ଶୁଭାରମ୍ଭ

କଟକ(କେନ୍ୟୁଜ୍):  ଆସନ୍ତା ୧୬ ତାରିଖରେ କଟକ ସହରରେ ଉଦଘାଟିତ ହେବାକୁ ଯାଉଛି ନେତାଜୀ ବସ ଟର୍ମିନାଲ। ବସ ଟର୍ମିନାଲ ସମେତ ମୋଟ ୧୫ ଟି ପ୍ରକଳ୍ପର ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଆସି ଏ ସମସ୍ତ ପ୍ରକଳ୍ପର ଉଦଘାଟନ କରିବେ ବୋଲି ସୂଚନା ମିଳିଛି।…

ନେତାଜୀ ଜୟନ୍ତୀରେ ରାଜ୍ୟବାସୀଙ୍କୁ ବଡ଼ ଭେଟି: କଟକ ଖାନନଗରରେ ନେତାଜୀ ବସ ଟର୍ମିନାଲର ଶୀଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ : ନେତାଜୀ ଜୟନ୍ତୀରେ ରାଜ୍ୟବାସୀଙ୍କୁ ବଡ଼ ଭେଟି । ଖାନନଗରରେ ନେତାଜୀ ବସ ଟର୍ମିନାଲର ଶୀଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ ଏକର ଜମିରେ ନିର୍ମିତ ହେବାକୁ ଥିବା ଅତ୍ୟାଧୁନିକ ବସ ଟର୍ମିନାଲର ଶୀଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନେତାଜୀଙ୍କ ନାମରେ ନାମିତ ହେବ ଏହି…