Browsing Tag

netaji bus terminal in cuttack

ବସ୍‌ ଟର୍ମିନାଲ କେସରେ ହାଇକୋର୍ଟଙ୍କ ଶୁଣାଣି, ଶ୍ମଶାନ କାଳୀମନ୍ଦିର ସମ୍ପତ୍ତି ଉପରେ ଜାରି କଲେ ସ୍ଥିତାବସ୍ଥା

କଟକ(କେ ନ୍ୟୁଜ):  କଟକ ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ । ବସ୍‌ ଟର୍ମିନାଲ ପାଇଁ ଚିହ୍ନଟ ସ୍ଥାନ ମଧ୍ୟରେ ଆସୁଥିବା ଶ୍ମଶାନ କାଳୀମନ୍ଦିର ସମ୍ପତ୍ତି ଉପରେ ସ୍ଥିତାବସ୍ଥା ଜାରି କଲେ ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ…

ନେତାଜୀ ଜୟନ୍ତୀରେ ରାଜ୍ୟବାସୀଙ୍କୁ ବଡ଼ ଭେଟି: କଟକ ଖାନନଗରରେ ନେତାଜୀ ବସ ଟର୍ମିନାଲର ଶୀଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ : ନେତାଜୀ ଜୟନ୍ତୀରେ ରାଜ୍ୟବାସୀଙ୍କୁ ବଡ଼ ଭେଟି । ଖାନନଗରରେ ନେତାଜୀ ବସ ଟର୍ମିନାଲର ଶୀଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ ଏକର ଜମିରେ ନିର୍ମିତ ହେବାକୁ ଥିବା ଅତ୍ୟାଧୁନିକ ବସ ଟର୍ମିନାଲର ଶୀଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନେତାଜୀଙ୍କ ନାମରେ ନାମିତ ହେବ ଏହି…