ବସ୍ ଟର୍ମିନାଲ କେସରେ ହାଇକୋର୍ଟଙ୍କ ଶୁଣାଣି, ଶ୍ମଶାନ କାଳୀମନ୍ଦିର ସମ୍ପତ୍ତି ଉପରେ ଜାରି କଲେ ସ୍ଥିତାବସ୍ଥା
କଟକ(କେ ନ୍ୟୁଜ): କଟକ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ । ବସ୍ ଟର୍ମିନାଲ ପାଇଁ ଚିହ୍ନଟ ସ୍ଥାନ ମଧ୍ୟରେ ଆସୁଥିବା ଶ୍ମଶାନ କାଳୀମନ୍ଦିର ସମ୍ପତ୍ତି ଉପରେ ସ୍ଥିତାବସ୍ଥା ଜାରି କଲେ ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ…