Browsing Tag

netaji subash bosh

ଏଣିକି ପରାକ୍ରମ ଦିବସ ଭାବେ ପାଳନ ହେବ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ, ଘୋଷଣା କଲେ ଭାରତ ସରକାର

କେନ୍ଯୁଜ୍: ନେତାଜୀଙ୍କ ସ୍ମୃତିରେ ପରାକ୍ରମ ଦିବସ। ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀଙ୍କୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ। ସବୁ ବର୍ଷ ପରାକ୍ରମ ଦିବସ ଭାବେ ପାଳନ କରାଯିବ। ଏନେଇ ଘୋଷଣା କରିଛନ୍ତି ଭାରତ ସରକାର। ଚଳିତ ଥର ବର୍ଷେ ବ୍ୟାପୀ ଚାଲିବ ନେତାଜୀ ମହୋତ୍ସବ । କଟକ ଓ ଭୁବନେଶ୍ୱର…

ଆଜି ଦେଶ ବ୍ୟାପୀ ପାଳିତ ହେଉଛି ନେତାଜୀଙ୍କ ୧୨୩ତମ ଜୟନ୍ତୀ

ଆଜି ଦେଶବ୍ୟାପୀ ନେତାଜୀଙ୍କ ୧୨୩ ତମ ଜନ୍ମ ଦିବସ ପାଳିତ ହେଉଛି । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ହେବା ସହ ଏକାଧାରରେ ଥିଲେ ଜଣେ ଦକ୍ଷ ରାଜନୀତିଜ୍ଞ, ସାମ୍ବାଦିକ, ଭାଷାବିତ ତଥା ନିର୍ଭିକ ସେନା ଅଧିକାରୀ । ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ତାଙ୍କର ଖୁବ ଦକ୍ଷତା ଥିଲା । ତାଙ୍କରି ଅଦମ୍ୟ…

ନେତାଜୀଙ୍କ ଓଡ଼ିଆ ପ୍ରୀତି, ଓଡ଼ିଆ ଶ୍ରମିକଙ୍କ ସ୍ଥିତି ମଜବୁତ କରିବା ପାଇଁ ନେଇଥିଲେ ଏହି ପଦକ୍ଷେପ

ଓଡ଼ିଶାରେ ଜନ୍ମ ନେଇଥିବାରୁ ଓଡିଶା ପ୍ରତି ନେତାଜୀଙ୍କର ଥିଲା ଅସୀମ ଅତ୍ମୀୟତା । ନିଜ ଛୋଟ ବେଳରୁ ହିଁ ସେ ଓଡ଼ିଆ ପିଲାଙ୍କ ଶିକ୍ଷାର ଉନ୍ନତି ନେଇ ଚେଷ୍ଟା ଆରମ୍ଭ କରିଦେଇଥିଲେ । ନିଜ ଛାତ୍ର ଅବସ୍ଥାରୁ ସ୍କୁଲ ପରିଦର୍ଶନ କରି ସେମାନଙ୍କୁ ନୈତିକ ଉପଦେଶମାନ ଦେବା ଶିକ୍ଷା ପ୍ରତି ପ୍ରାତ୍ସାହିତ…

ଜାପାନ ଟୋକିଓର ରେଙ୍କୋଜୀ ମନ୍ଦିରରେ ଥିବା ନେତାଜୀଙ୍କ ଚିତାଭସ୍ମର ହେବ ଡିଏନଏ ଟେଷ୍ଟ, ପରିବାରର ୩୫ ସଦସ୍ୟଙ୍କ ସହମତି 

କେନ୍ୟୁଜ୍(ବ୍ୟୁରୋ):ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ୧୯୪୫ ଅଗଷ୍ଟ ୧୮ ତାରିଖରେ ତାଇୱାନ ଠାରେ ବିମାନ ଦୁର୍ଘଟଣା ନେତାଜୀଙ୍କ ମୃତ୍ୟୁକୁ ମାନିନେଇଛନ୍ତି ପରିବାର ଓ ସଂପର୍କୀୟ। ୧୯୫୬ର ଶାହନୱାଜ କମିଟି ଓ ୧୯୭୦ର ଖୋସଲା କମିଶନର ତଥ୍ୟ ଆଧାରରେ ଏହାକୁ…

ଆଜାଦ ହିନ୍ଦ ଫୌଜର କର୍ଣ୍ଣଧାର ନେତାଜୀ ଥିଲେ ବାବା ବେଶରେ, ମିଳିଲା ଆଉ ଏକ ପ୍ରମାଣ

ହଟିଲା ସନ୍ଦେହର ପରଦା । ବିଦେଶରେ ନୁହେଁ ବରଂ ଭାରତରେ ସଂପୂର୍ଣ୍ଣ ଅପରିଚିତ ହୋଇ ରହୁଥିଲେ ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଆଉ ଯେଉଁ ପରିଚୟ ନେଇ ଦୀର୍ଘଦିନ ହେବ ସେ ଭାରତରେ ରହୁଥିଲେ ସେକଥା ଯେକେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ । କେବଳ ଗୋଟିଏ ନୁହେଁ…

ସୁପ୍ତସିଂହକୁ ଜାଗ୍ରତ କରିବାର ସାହସ ରଖୁଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ୧୦ ବାଣୀ

ଭାରତକୁ ସ୍ୱାଧିନତା ଦେବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ତାଙ୍କର ଜନ୍ମ ୨୩ ଜାନୁଆରୀ, ୧୮୯୭ ରେ ଓଡିଶାର କଟକ ସହରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଜାନକୀ ନାଥ ବୋଷ ଏବଂ ମା’ଙ୍କ ନାଁ ପ୍ରଭାବତୀ ଦେବୀ । ମହାତ୍ମା ଗାନ୍ଧୀଙ୍କ ଅହିଂସା ବିଚାରରେ ସୁଭାଷ…

ଆଜି ମହାନ ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ

ଆଜି ମହାନ ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ। ଜାତୀୟ ମୁକ୍ତି ସଂଗ୍ରାମର ଏହି ମହାନ ଯୋଦ୍ଧା ୧୮୯୭ ଜାନୁଆରି ୨୩ ତାରିଖରେ କଟକର ଓଡ଼ିଆ ବଜାର ଠାରେ ଜନ୍ମଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମ ପାଇଁ ସରକାରୀ ଚାକିରୀ ତ୍ୟାଗ କରି ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ପରେ…