ଟ୍ରମ୍ପ ଓ ନେତାନ୍ୟାହୁଙ୍କ ବିରୋଧରେ ମୃତ୍ୟୁ ଫତୱା ଜାରି, ଇରାନୀ ଧର୍ମଗୁରୁ ଜାରି କଲେ ଫତୱା
ଟ୍ରମ୍ପ ଓ ନେତାନ୍ୟାହୁଙ୍କ ବିରୋଧରେ ମୃତ୍ୟୁ ଫତୱା । ଇରାନୀ ଧର୍ମଗୁରୁଙ୍କ ଦ୍ୱାରା ଜାରି ହେଲା ମୃତ୍ୟୁ ଫତୱା । ଇରାନର ଶୀର୍ଷ ସିଆ ଧର୍ମଗୁରୁ ଗ୍ରାଣ୍ଡ ଆୟାତୋଲ୍ଲା ନାସେର ମାକାରେମ ଶିରାଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ…