ଆସିଗଲା ଦିୱାଲୀ ଅଫର, ଫ୍ରିରେ ମିଳିବ ନେଟଫ୍ଲିକ୍ସର ସବସ୍କ୍ରିପସନ
ଭାରତୀୟ ଟେଲିକମ୍ ୟୁଜର୍ସମାନେ ଏପରି ରିଚାର୍ଜ ପ୍ଲାନ ଖୋଜୁଛନ୍ତି ଯେଉଁଥିରେ ସେମାନେ କଲିଂ, ଇଣ୍ଟରନେଟ୍ ଡାଟା ଏବଂ OTT ଆପ୍ସର ମାଗଣା ସବସ୍କ୍ରିପସନ ପାଇପାରିବେ । ଏପରିସ୍ଥିତିରେ ଯଦି କୌଣସି ରିଚାର୍ଜ ପ୍ଲାନରେ ମାଗଣା ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ପରି OTT ଆପ୍ ର ଫ୍ରି…