ସରକାରଙ୍କ ଅଫର : ସାଇକେଲ୍ ଚଳାନ୍ତୁ ରୋଜଗାର କରନ୍ତୁ, ୧ କିଲୋମିଟର ଚଳାଇଲେ ପାଇବେ ୧୫ ଟଙ୍କା
ପରିବେଶର ପ୍ରଦୂଷଣକୁ ଲକ୍ଷ୍ୟ କରି ଇକୋ ଫ୍ରେଣ୍ଡ୍ଲି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଯେତେ ସଂଖ୍ୟାରେ ଯାନବାହନ ନ ଚଳାଇବାକୁ ସରକାର ପରାମର୍ଶ ଦେଉଛନ୍ତି । ବହୁ ୟୁରୋପୀୟ ଦେଶ ଜଳବାୟୁ ପରିବର୍ତ୍ତନକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଲୋକେ ଯେପରି ଅଧିକ ଇକୋ ଫ୍ରେଣ୍ଡ୍ଲି ହେବେ…