Browsing Tag

Netherlands

ସମୁଦ୍ର ମଝିରେ କାର୍ଗୋ ଜାହାଜରେ ଲାଗିଲା ଭୀଷଣ ନିଆଁ, ୩୦୦୦ କାର୍‌ ପାଉଁଶ; ଜଣେ ମୃତ

ନେଦରଲ୍ୟାଣ୍ଡରେ ବୁଧବାର ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ୩୦୦୦ କାର୍ ନେଇ ଯାଉଥିବା ଏକ କାର୍ଗୋ ଜାହାଜରେ ହଠାତ୍‌ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଜଣ ଏଥିରେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ନେଦରଲ୍ୟାଣ୍ଡ ଉପକୂଳ ନିକଟରେ ଘଟିଛି। ତଟରକ୍ଷୀ…

ଗୋଲ୍‌ ସ୍କୋରିଂରେ ବିଶ୍ୱ ରେକର୍ଡ଼ କଲା ନେଦରଲାଣ୍ଡସ, ଗୋଲ୍‌ ବର୍ଷା କରି ଚିଲିକୁ ୧୪-୦ରେ ହରାଇଲା

ଭୁବନେଶ୍ୱର (କେନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଗୋଲ୍‌ର ବର୍ଷା । ଦନାଦନ୍‌ ଗୋଲ୍‌ କଲା ନେଦରଲାଣ୍ଡସ । ହକି ବିଶ୍ୱ କପ୍‌ରେ ଆଜିର ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡସ ତାଠାରୁ ବହୁ ଗୁଣରେ ଦୁର୍ବଳ ଚିଲିକୁ ୧୪-୦ ଗୋଲ୍‌ରେ ପରାସ୍ତ କରିଛି । ଗ୍ରୁପ୍‌ ‘ସି’ରେ ଶ୍ରେଷ୍ଠ ଦଳ ହେଉଛି…

ହକି ବିଶ୍ୱକପ : ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ହକି ଟିମ୍‌

FIH ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩କୁ ଆଉ ମାତ୍ର ୯ ଦିନ ରହିଲା । ଭୁବନେଶ୍ୱର-ରାଉରକେଲା ଖେଳାଯିବ ଏହି ବିଶ୍ୱକପ । ଭାରତୀୟ ଦଳ ପରେ ପରେ ଆଜି ନେଦରଲାଣ୍ଡ ଟିମ ଭୁବନେଶ୍ୱରରବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛି । ଭୁବନେଶ୍ୱରରେ ନେଦରଲାଣ୍ଡ୍ସ ହକି ଟିମ୍ ପହଞ୍ଚିବା ପରେ ତାଙ୍କୁ…

ରଉଫଙ୍କ ବିସ୍ଫୋରକ ବଲ୍‌ରେ ଗୁରୁତର ଆହତ ନେଦରଲାଣ୍ଡ ବ୍ୟାଟ୍ସମ୍ୟାନ; ଆଖି ପାଖରୁ ଧାର ଧାର ରକ୍ତ ବୋହିବାରୁ ଛାଡ଼ିଲେ…

ପର୍ଥରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ, ନେଦରଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ସମୟରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ପାକିସ୍ତାନୀ ବୋଲର ହାରିସ ରଉଫଙ୍କ ବିସ୍ଫୋରକ ବାଉନ୍ସର ବଲରେ ବାସ୍ ଡି ଲିଡେ ଗୁରୁତର ଆହତ ହୋଇଛନ୍ତି। ନେଦରଲାଣ୍ଡର ଡି ଲିଡେଙ୍କ ଆଖି ପାଖରେ…

ବୃଦ୍ଧାବସ୍ଥାରେ ବୟସ୍କଙ୍କ ଯତ୍ନ ନେବା ପାଇଁ ସରକାରଙ୍କ ନୂଆ ଯୋଜନା, ତଳେ ପଡିବା ପୂର୍ବରୁ ଜଣାଇଦେବ ଏହି ଡିଭାଇସ

ମଣିଷ ଜୀବନ ପାଣି ଫୋଟକା। ହେଲେ ମଣିଷ ଜୀବନରେ ଏମିତି ଦୁଇଟି ମୋଡ ଆସିଥାଏ, ଯେଉଁଠି ମଣିଷକୁ ନିଜର ଧ୍ୟାନ ରଖିବା ଜରୁରୀ ହୋଇପଡେ। ଗୋଟେ ହେଲା ପିଲାବେଳ ଆଉ ଅନ୍ୟଟି ବୃଦ୍ଧାବସ୍ଥା। ଛୋଟ ବେଳେ ପିଲାର ଧ୍ୟାନ ବାପା ମା’ ନିଅନ୍ତି। କିନ୍ତୁ ବୃଦ୍ଧାବସ୍ଥାରେ ପିଲାମାନେ ହାତ ଛାଡିଦିଅନ୍ତି।…

ଷ୍ଟେସନ ଭାଙ୍ଗି ବାହାରକୁ ଚାଲିଗଲା ମେଟ୍ରୋ, କିନ୍ତୁ ଏକ ବଡ ଦୁର୍ଘଟଣାରୁ ବଞ୍ଚାଇଦେଲା ତିମି ଲାଞ୍ଜ

ନେଦର ଲ୍ୟାଣ୍ଡରେ ଏକ ବଡ ଦୁର୍ଘଟଣା ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଛି। ଏଠାରେ ଏକ ମେଟ୍ରୋ ଟ୍ରେନ ଅନ୍ତ୍ରିୟନ୍ତ୍ରିତ ହୋଇ ବାରିଅର ଭାଙ୍ଗି ଷ୍ଟେସନରୁ ବାହାରି ପଡିଥିଲା। କିନ୍ତୁ ସେଠାରେ ଥିବା ଏକ ବିଶାଳ ହ୍ବେଲ ମାଛର ଲାଙ୍ଗୁଡରେ ଝୁଲି ହୋଇ ରହିଗଲା। ଏହି ଘଟଣା ଦେଖିଲେ ଆପଣଙ୍କ ଲୋମ…

ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ କରିବାକୁ ପଡ଼ିଥାଏ ବିବାହ!

ନେଦରଲ୍ୟାଣ୍ଡ ସୁନ୍ଦର ଦେଶମାନଙ୍କ ମଧ୍ୟରୁ ଗୋଟିଏ। କେହି ବି ଏଠାକୁ ଯିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଯଦି ଆପଣ ବନାଇଥିବା ପ୍ଲାନ୍ କୌଣସି କାରଣରୁ କ୍ୟାନ୍‌ସଲ ହୋଇଯାଏ କିମ୍ବା ଟିକେଟ୍ ବୁକ୍ ହେବା ପରେ ଆପଣଙ୍କ ସାଙ୍ଗ ଧୋକା ଦିଅନ୍ତି, ତା’ହେଲେ ବ୍ୟସ୍ତ ନ ହୋଇ ପୁଣିଥରେ ରେଡ୍ଡୀ…

ସାଇକେଲରେ ଅଫିସ ଯାଆନ୍ତୁ, କିଲୋମିଟର ପିଛା ୧୬ ଟଙ୍କା ଆୟକର ଛାଡ ପାଆନ୍ତୁ

ନେଦରଲ୍ୟାଣ୍ଡ : ସାଇକେଲ ଚଢି ଅଫିସ କୁ ଗଲେ କିଲୋମିଟର ପିଛ ଆୟକର ୧୬ ଟଙ୍କା ଛାଡ କରିବେ ନେଦେରଲ୍ୟାଣ୍ଡ ସରକାର । ଘରୁ ଅଫିସ କୁ ଯିବାକୁ ହେଲେ ବାଇକ ପରିବର୍ତ୍ତେ ସାଇକେଲ ଚଳାଇ ଆସିଲେ ସରକାରଙ୍କ ତରଫରୁ ଏହି ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡିଛି । ନେଦରଲ୍ୟାଣ୍ଡ ଏମିତି ଏକ ଦେଶ…

ସାମ୍ନାରେ ଥିଲା ଟ୍ରେନ୍, କାମ କଲାନି ବ୍ରେନ୍ ! ଆଉ ତାପରେ . . .

ଯଦି ଭାଗ୍ୟ ତେଜ୍ ଅଛି ତେବେ ମୃତ୍ୟୁକୁ ବି ଦେଇ ପାରିବେ ମାତ୍ । ସେମିତି ଏକ ଘଟଣା ଘଟିଛି ନେଦରଲାଣ୍ଡରେ । ଜଣେ ବ୍ୟକ୍ତି ଟ୍ରେନ୍ ଲାଇନ୍ ପାର୍ ହେବା ସମୟରେ ଏମିତି ଏକ ଘଟଣା ଘଟିଗଲା ଯାହା କେବେ ସେ ସ୍ବପ୍ନରେ ମଧ୍ୟ ଭାବିନଥିବେ । ଆଉ ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।…