ଗଞ୍ଜେଇ କ୍ୟାପସୁଲ ଦୂର କରେ ମାନସିକ ଅଶାନ୍ତି ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା, ରିସର୍ଚ୍ଚରୁ ପ୍ରକାଶ
ସାଧାରଣତଃ ଆମେ ଜାଣିଛେ ଗଞ୍ଜେଇ ଏକ ନିଶା ଦ୍ରବ୍ୟ, ଯାହା ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ । କିନ୍ତୁ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏଥିରେ ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ତେଣୁ ଏହା ଅନେକ ଦେଶରେ ସେବନ କରିବା ପାଇଁ ଆଇନତଃ ମଞ୍ଜୁରୀ ଦିଆଯାଇଛି । ରିସର୍ଚ୍ଚ ଅନୁଯାୟୀ, ଯଦି ଏହାକୁ…