ଭବିଷ୍ୟତ ବିପଦକୁ ନଜରରେ ରଖି ଚିଲି ଆଣିଲା ଏମିତି ଏକ ଆଇନ, ଯାହାକୁ ପୂରା ବିଶ୍ୱ କରୁଛି ପ୍ରଶଂସା
ଦକ୍ଷିଣ ଆମେରିକାର ଦେଶ ଚିଲି ଏକ ଆଇନ ପ୍ରଣୟନ କରିଛି, ଯାହା ଅଧୀନରେ ବ୍ୟକ୍ତିଗତ ପରିଚୟ, ଇଚ୍ଛା ଏବଂ ମାନସିକ ଏକାନ୍ତତାକୁ ଅଧିକାର ପ୍ରଦାନ କରାଯାଇଛି। ଏମିତି କରିବାରେ ଚିଲି ହୋଇଛି ଦୁନିଆର ପ୍ରଥମ ଦେଶ। ନ୍ୟୁରୋଟେକ୍ନୋଲଜି ଜରିଆରେ କୌଣସି ବ୍ୟକ୍ତିକୁ ନିୟନ୍ତ୍ରିତ କରି କିଛି କରେଇବା ଏହି…