ଐଶ୍ୱର୍ଯ୍ୟାଙ୍କ ଏହି ଫିଲ୍ମ କେବେ ହୋଇପାରିନି ରିଲିଜ, ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ଫିଲ୍ମ ଦୁନିଆରୁ ଦୁରେଇ ରହିଥିଲେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍ସଙ୍କ ନିକଟରେ ରହିଥାନ୍ତି। ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ଲୋକମାନେ ଘରେ ରହି ସୋସିଆଲ ମିଡିଆ କିମ୍ବା ଟିଭି ଦେଖି ସମୟ ବିତାଉଛନ୍ତି। ଏହିସମୟରେ ଐଶ୍ୱର୍ଯ୍ୟା ରାୟଙ୍କର ଏକ…