Browsing Tag

new actress

ବଢିଗଲାଣି ସାରାଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ, ବର୍ଷରେ ୩୦ କୋଟି ଟଙ୍କା ଆୟ ଟପିଲାଣି

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ଷ୍ଟାରକିଡ୍ ଯୁଗ। ଆଉ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାନ୍। ୨୦୧୮ରେ ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ରେ ସେ ଡେବ୍ୟୁ କରିଥିଲେ। ଏଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଲିଡ୍ ରୋଲ୍ରେ ଅଭିନୟ…