Browsing Tag

new baby born

ଶିଶୁପୁତ୍ର ଜନ୍ମ ପରେ ଘରକୁ ଫେରୁଥିବାରୁ ନିଆରା ଢଙ୍ଗରେ ନବଜାତକର ସ୍ୱାଗତ

ବାଜୁଛି ବାଜା, ବାଜାକୁ ଟକ୍କର ଦେଉଛି ଡିଜେ। ଡିଜେରେ ବାଜୁଛି ଗୀତ। ଆଉ ତା ପଛରେ ଏକ ସୁସଜ୍ଜିତ କାର। ଏହାରି ଭିତରେ ଫୁଟୁଥିବା ବାଣ ଆଖି ଝଲସାଇ ଦେଉଛି। ଏହାକୁ ଦେଖିବା ପରେ ଆପଣ ଭାବୁଥିବେ କୌଣସି ବାହାଘରର ବରଯାତ୍ରୀ ଯାଉଛନ୍ତି ବୋଲି। ହେଲେ ସୁସଜ୍ଜିତ କାର ଭିତରେ ବର ନୁହେଁ ବରଂ ରହିଛି ୪…

ମା’ ହେଲେ ଦୀପିକା ପାଦୁକୋନ, ଘରକୁ ଆସିଲେ ଲକ୍ଷ୍ମୀ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର ସିଂ ମା’, ବାପା ହୋଇଛନ୍ତି । ଗଣେଶ ଚତୁର୍ଥୀର ଠିକ୍‌ ଦିନକ ପରେ ଆଜି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦୀପିକା । ନହ୍ନୀ ପରୀର ଆଗମନରେ ରଣବୀର ଓ ଦୀପିକାଙ୍କ ଘର ହସଖୁସିରେ ଫାଟି ପଡ଼ୁଛି । ଗଣେଶ ଉତ୍ସବ ଭିତରେ କନ୍ୟା ସନ୍ତାନ ଜନ୍ମ…

ମରିଗଲା ସବୁ ମମତା, ଲକ୍ଷେ ଟଙ୍କାରେ ଡାକ୍ତରଖାନାରେ ଛୁଆକୁ ବିକିଦେଲା ମା’

ପାରାଦୀପ: ଟଙ୍କା ଲୋଭ ମା’ କୁ କରିଦେଲା ଅନ୍ଧ। ମରିଗଲା ସବୁ ମମତା । ଅନ୍ତଫାଡ଼ି ଜନ୍ମ ଦେଇଥିଲା ହେଲେ ସେ ସବୁ କଷ୍ଟକୁ ଭୁଲିଗଲା । ତାଠୁ ବଡ଼ ହେଲା ତା ପାଇଁ ଟଙ୍କା । ଟଙ୍କା ଲୋଭ ଏତେ ଅନ୍ଧ କରି ଦେଲା ଯେ ମା’କୁ ଛୁଆ ପ୍ରେମ ଦେଖା ଗଲାନି । ୫ ଦିନର ଛୁଆକୁ ଅନ୍ୟ ହାତକୁ ଟେକିଦେଲା । ଲକ୍ଷେ…

ୟସ୍‌ ବାତ୍ୟାର ଭୟାବହତା ଭିତରେ ଖୁସିର ଖବର, ଜନ୍ମ ନେଲା ଶିଶୁକନ୍ୟା ‘ୟଶ୍‌’

ରାଜନଗର (କେନ୍ୟୁଜ୍‌) : ଚାଲିଯାଇଛି ବାତ୍ୟା ୟସ। ତେବେ ତାରି କଷ୍ଟ ଆଉ ଯନ୍ତ୍ରଣା ଭିତରେ ଆସିଛି ଏକ ଖୁସି ଖବର । ବାତ୍ୟା ସମୟରେ କେନ୍ଦ୍ରାପଡ଼ା ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ନେଇଛି ଏକ ଶିଶୁ ସନ୍ତାନ । ୟସର ମୁକବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆସନ୍ନ…