Browsing Tag

new bank rule

ଆସନ୍ତା ୧ ଅଗଷ୍ଟରୁ ଦେଶରେ ଲାଗୁ ହେବ ନୂଆ ନିୟମ, ଆୟକର ଠୁ ନେଇ ତେଲ ଦରରେ ହେବ ବଡ ପରିବର୍ତ୍ତନ

ଶେଷ ହୋଇଯିବ ଜୁଲାଇ ମାସ । ଆସନ୍ତା ଅଗଷ୍ଟ ୧ ରୁ ବଦଳିଯିବ ପୁଣି ଥରେ ପୁରୁଣା ନିୟମ । ପ୍ରତି ଥର ନୂଆ ମାସ ଆରମ୍ଭ ହେବା ସହ ଲୋକଙ୍କ ମନରେ କିଛି ଆଶା ଜାଗ୍ରତ ହୁଏ । ନୀତିଦିନିଆ ଚଳଣିରେ କିଛି ଜିନିଷ ର ଦାମ ଯେପରି କମ ହୋଇଯାଉ । ଏଥର ମଧ୍ୟ ପୁରୁଣା ନିୟମରେ କିଛି ପରିବର୍ତ୍ତନ ହେବାକୁ ଯାଉଛି…

ବ୍ୟାଙ୍କରେ ଏପରି ବଦଳାନ୍ତୁ ୨୦୦୦ ଟଙ୍କିଆ ନୋଟ୍

ବଜାରରୁ ହଟିବ ୨ ହଜାର ଟଙ୍କିଆ ନୋଟ୍‌। ବର୍ତ୍ତମାନ କିନ୍ତୁ ଏହା ବୈଧ ରହିବ। ୨୦୧୬ରେ ୫ଶହ ଓ ହଜାର ଟଙ୍କା ନୋଟ୍‌ ପ୍ରତ୍ୟାହାର ହେବା ପରେ ନୂଆ ୫ ଶହ ଓ ୨ ହଜାର ଟଙ୍କାର ପ୍ରଚଳନ ଆରମ୍ଭ କରିଥିଲା ଆର୍‌ବିଆଇ। ୨୦୧୮-୧୯ରୁ ଆଉ ୨ ହଜାର ଟଙ୍କା ନୋଟ୍‌ ପ୍ରିଣ୍ଟିଂ ହେଉ ନାହିଁ। ମାର୍ଚ୍ଚ ୨୦୧୭…

ବ୍ୟାଙ୍କ ଜଣାଇଲା ଏହି ବଡ କଥା, ଯଦି ଆପଣ ଏସବିଆଇ ଗ୍ରାହକ ତେବେ ତୁରନ୍ତ ଜାଣନ୍ତୁ

କଣ ଆପଣଙ୍କୁ ଜଣାଅଛି ବ୍ୟାଙ୍କରେ ମଧ୍ୟାହ୍ନ ଭୋଜନ ବିରତିର ପ୍ରକୃତ ନିୟମ କ’ଣ? ଯଦି ଆପଣ ଜାଣିନାହାଁନ୍ତି ତାହେଲେ ଏହି ଖବର ଜାଣିବା ପରେ ଆପଣଙ୍କୁ କେହି ଆଉ ବୋକା ବନାଇପାରିବେନାହିଁ । ଏହାକୁ ଜାଣିବା ପରେ ଯଦି ପରବର୍ତ୍ତୀ ସମୟରେ ବ୍ୟାଙ୍କରମାନେ ଆପଣଙ୍କୁ ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ବିରତି…

ମେ’ ୧ ରୁ ବଦଳିବ ଏହି ନିୟମ

ଆସନ୍ତା କାଲି ମେ' ମାସ ଆରମ୍ଭ । କାଲିଠୁ ବଡ ବଡ ନିୟମରେ ପରିବର୍ତନ ହେବ ସହ ନୂଆ ନିୟମ ଲାଗୁ ହେବ । ମେ’ ମାସରୁ ଜିଏସ୍ଟିରୁ ଏଲପିଜି, ସିଏନଜି ଏବଂ ପିଏନଜି ଭଳି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ପକେଟ ଉପରେ ପଡ଼ିବ ଯାହା କାରଣରୁ ପୁରା ମାସର ବଜେଟ୍…

SBI ବ୍ୟାଙ୍କ ବଦଳାଇଲା ନିୟମ, ଏବେ ଖାତା ରୁ କଟିଯିବ ଆପେ ଆପେ ଟଙ୍କା, ଜାଣନ୍ତୁ କାରଣ

ଏସବିଆଇର ଅନେକ ଗ୍ରାହକଙ୍କୁ ଲାଗିଲା ଝଟକା। ବ୍ୟାଙ୍କ ବଦଳାଇ ଦେଲା ଅନେକ ନିୟମ । ଏବେ ଖାତା ରୁ କଟିଯିବ ଆପେ ଆପେ ଟଙ୍କା। କଣ ରହିଛି ସମସ୍ୟା ଜାଣନ୍ତୁ ଆମର ଏହି ଖବରରୁ.. ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଆସିଲା ବହୁତ ବଡ଼ ସୂଚନା। ଏସବିଆଇ ରେ ଥିବା ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଏକ ବଡ଼…

ନୂଆ ବ୍ୟାଙ୍କ ରୁଲ୍‌ : ଯଦି ଆପଣ ଏହି ୫ଟି ସରକାରୀ ବ୍ୟାଙ୍କର ଗ୍ରାହାକ, ଆପଣଙ୍କୁ ଏହି ଦୁଇଟି କାମ କରିବା ଜରୁରୀ

ନୂଆଦିଲ୍ଲୀ :  ଯଦି ଆପଣଙ୍କ ଘରେ କାହାର ସିଣ୍ଡିକେଟ ବ୍ୟାଙ୍କ୍‌, ବିଜୟା ବ୍ୟାଙ୍କ୍‌ ବା ଦେନା ବ୍ୟାଙ୍କା,କର୍ପୋରେସନ ବ୍ୟାଙ୍କ୍‌ ବା ଆନ୍ଧ୍ର ବ୍ୟାଙ୍କ୍‌ ରେ ଖାତା ଥାଏ ତେବେ ଜୁଲାଇ ୧ରୁ ବ୍ୟାଙ୍କ ବଦଳି ଯାଇଛି । ତେଣୁ ଏହି ଗ୍ରାହକଙ୍କୁ ନୂଆ ପାସ୍‌ ବୁକ୍‌ ଓ ଚେକ୍‌ ବୁକ୍‌ ଆଣିବାକୁ ପଡ଼ିବ ।…

NPA ପାଇଁ ବ୍ୟାଙ୍କରେ ହେବାକୁ ଯାଉଛି ୧୦ଟି ବଡ଼ ପରିବର୍ତ୍ତନ, ସବୁ ଗ୍ରାହକ ଜାଣିବା ଜରୁରୀ

ବ୍ୟାଙ୍କ ଉପରୁ ଏନ୍‌ପିଏ ଓ ଅନ୍ୟାନ୍ୟ ଖର୍ଚ୍ଚ ବୋଝ ହାଲ୍‌କା କରିବା ପାଇଁ ଆରବିଆଇ କେତେକ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ରିଜର୍ଭ ବ୍ୟାଙ୍କ ତରଫରୁ ନୋଟିଫିକେସନ୍‌ ଜାରି କରାଯାଇ ୩୦ ଜୁନ୍‌,୨୦୨୧ ମଧ୍ୟରେ ପ୍ରୋବେସନ୍‌ ଓ ସମସ୍ୟା ସୃଷ୍ଟି କରୁଥିବା ଋଣକୁ ଚିହ୍ନଟ…