Browsing Tag

new born baby boy rescued

ହଜିଗଲା ମାନବିକତା, ଦିବ୍ୟାଙ୍ଗ ନବଜାତ ଶିଶୁକୁ ବୁଦା ମୂଳରେ ଫିଙ୍ଗି ଚାଲିଗଲେ ମା’ ବାପା

ସୋର (କେନ୍ୟୁଜ): ହଜିଗଲା ମାନବିକତା । ମା ବାପା ପରିବାର କାହାରି ହୃଦୟରେ ଦୟା ଆସିଲାନି ? ଦିବ୍ୟାଙ୍ଗ ନବ ଜାତ ଶିଶୁ ପୁତ୍ରକୁ ନିଛାଟିଆ ରେଳଲାଇନ କଣ୍ଟା ବୁଦା ମୂଳରେ ଫିଙ୍ଗି ଚାଲିଗଲେ l ନବଜାତ ଦିବ୍ୟାଙ୍ଗ ଶିଶୁର ଦୁଇ ଗୋଡ଼ ଓ ଗୋଟିଏ ହାତ ନାହିଁ । ସୋର ପୌରପାଳିକା ମୋବାରକପୁର ଗ୍ରାମର…

ମା’ ମୋର ଭୁଲ କଣ ? କାହିଁକି ଜନ୍ମ ପରେ ହେଲି ଅଲୋଡ଼ା ?

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଚିନ୍ତାମଣି ନଗର ରାସ୍ତାକଡ ବୁଦା ମୂଳରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି । ଶିଶୁ ଟିର କାନ୍ଦ ଶୁଣି ସେହି ସ୍ଥାନରେ ଆଖପାଖର ଲୋକଙ୍କର ଭିଡ ଜମିଥିଲା । ଅନେକ ପଚରାଉଚୁରା ପରେ ମଧ୍ୟ କୌଣସି ସୁରାକ ମିଳି ପାରିନଥିଲା । ଫଳରେ ବାଧ୍ୟ ହୋଇ…

ମାଆ ଭୁଲିଗଲା ମମତା: ଜଙ୍ଗଲରେ ଶିଶୁ ପୁତ୍ରକୁ ଏକା ଛାଡ଼ି ଚାଲିଗଲା

କେନ୍ଦୁଝର : ମାଆ ଭୁଲିଗଲା ମମତା। ତା ପାଇଁ  ଅଲୋଡ଼ା ହୋଇଗଲା ଶିଶୁ ପୁତ୍ର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସଦର ଥାନା ପୋଟଳ ଗାଁ ନିକଟ ଜଙ୍ଗଲରେ। ଯେଉଁ ଜଙ୍ଗଲରେ ଏକ ଶିଶୁ ପୁତ୍ରକୁ ଛାଡ଼ି ଚାଲିଯାଇଛି ଜନ୍ମକଲା ମାଆ। ଶିଶୁଟି କାନ୍ଦୁଥିବା ଶଦ୍ଦ ଶୁଣି ଗାଁ ଲୋକ ଶିଶୁଟିକୁ…