Browsing Tag

new born baby dead

କାରରେ ବର୍ଷକର ପିଲାକୁ ରଖି ଭୁଲିଗଲା ମା’, ୯ ଘଣ୍ଟା ପରେ ଫେରିବା ପରେ ଝିଅ ମୃତ

ମା’ ଭୁଲିଗଲା ମମତା । ବର୍ଷକର ଝିଅକୁ ୯ ଘଣ୍ଟା କାଳ କାରରେ ଛାଡି ଚାଲିଯାଇଥିଲା ମା’ । ଆଉ ଫେରିବା ବେଳକୁ କୁନି ଝିଅର ଜୀବନ ନଥିଲା । କଅଁଳ ପିଲାଟି ୯ ଘଣ୍ଟା କାଳ କାରରେ ଅଣନିଶ୍ୱାସୀ ହୋଇ ଶେଷରେ ଜୀବନ ହାରିଛି । ଏମିତି ଘଟଣା ଆମେରିକାରେ ଦେଖିବାକୁ ମିଳିଛି । ଖବର ମୁତାବକ, ମହିଳା ଜଣକ…

ପୁଣି ବୁଲା କୁକୁରଙ୍କ ଦୌରାତ୍ମ୍ୟ, ହସପିଟାଲରୁ ମା’ ପାଖରୁ ପିଲାକୁ ଟେକି ନେଇ ମାରିଦେଲା

ମା’ ପାଖରେ ଶୋଇଥିବା ପିଲା ଟେକି ନେଇ ମାରିଦେଲା ବୁଲା କୁକୁର। ଏଭଳି ଘଟଣା ରାଜସ୍ଥାନର ସିରୋହି ଜିଲ୍ଲାରେ ଥିବା ଏକ ସରକାରୀ ହସପିଟାଲରେ ଘଟିଛି । ହସପିଟାଲରେ ମା’ ପାଖରେ ଶୋଇଥିବା ମାସକର ଶିଶୁକୁ ବୁଲା କୁକୁର ଟେକି ନେଇ ଝୁଣି ମାରିଦେଇଛି। ପିଲାର ମୃତଦେହ ହସପିଟାଲ ଓ୍ଵାର୍ଡ ବାହାରେ…

କେନ୍ଦୁଝର ଚିକିତ୍ସାଳୟରେ ୨୪ ଘଣ୍ଟାରେ ୬ ନବଜାତଙ୍କ ମୃତ୍ୟୁ ଘଟଣା, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ୨୪ ଘଣ୍ଟାରେ ୬ ନବଜାତଙ୍କ ମୃତ୍ୟୁ ଅଭିଯୋଗ । ଯାହାକୁ ନେଇ SNCU ପରିସରରେ ଉତ୍ତେଜନା । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତଙ୍କ ମୃତ୍ୟୁ ହୋଇଥିବା ଅଭିଭାବକଙ୍କ ଅଭିଯୋଗ । ମେଡିକାଲ ପରିସରରେ ବ୍ୟାପକ…

ପୋଖରୀକୁ କେଉଁଠୁ ଆସିଲା ୩ ନବଜାତ ଶିଶୁଙ୍କର ମରଶରୀର,ଚିନ୍ତାରେ ଗାଁ ଲୋକ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀରେ ୩ଟି ନବଜାତକ ଶିଶୁ ମୃତ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି । ମୃତ ଶିଶୁଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ଏବେ ସନ୍ଦେହ…

ଯାଜପୁର: ବାତ୍ୟା ପ୍ରକୋପ ଲାଗି ସଦ୍ୟଜାତ ମୃତ ଶିଶୁକନ୍ୟାକୁ ରାସ୍ତ କଡ଼ରେ ପକାଇଦେଇ ଚାଲିଗଲା ମା’

ଯାଜପୁର(କେନ୍ୟୁଜ): ପୁଣି ଶିଶୁ କନ୍ୟା ହେଲା ଅଲୋଡ଼ା। ଯାଜପୁର ଜିଲ୍ଲା ଧର୍ମଶାଳା ନଦୀ ବନ୍ଧ ରାସ୍ତା ପାର୍ଶ୍ୱରୁ ଆଜି ଏକ ସଦ୍ୟଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବାତ୍ୟା ୟସର ପ୍ରଭାବରେ କେହି ବାହାରକୁ ବାହାରି ନଥିବା ବେଳେ ଏହାର ପ୍ରକୋପ କମିବା ପରେ ଆଜି ଅପରାହ୍ନ ସମୟରେ…