Browsing Tag

new born baby rescue

କୂଅ ଭିତରୁ ଦୁଇ ଯାଆଁଳା ଶିଶୁ ଉଦ୍ଧାର

ଅନୁଗୋଳ (କେନ୍ୟୁଜ୍‌) : ଅନୁଗୋଳ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତିନି ମାସର ଦୁଇ ଶିଶୁର ମୃତ ଦେହ କୂଅରୁ ଉଦ୍ଧାର ହୋଇଛି। ଦୁଇ ଜମଜ ଶିଶୁଙ୍କୁ କୂଅକୁ ଫିଙ୍ଗି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଦୁଇ ଜମଜ ହେଉଛନ୍ତି ଜଣେ ଶିଶୁ କନ୍ୟା ହୋଇଥିବା ବେଳେ ଅନ୍ୟଜଣେ ଶିଶୁ…

ଭଦ୍ରକ: ନବଜାତ ଶିଶୁ ପୁତ୍ରକୁ ମନ୍ଦିର ନିକଟରେ ଛାଡ଼ି ମା’ ଫେରାର, ଶିଶୁ ସୁରକ୍ଷା ୟୁନିଟ କଲା ଉଦ୍ଧାର

ଭଦ୍ରକ(କେନ୍ୟୁଜ୍):  ନବଜାତ ଶିଶୁ ପୁତ୍ରକୁ ମନ୍ଦିର ନିକଟରେ ଛାଡ଼ି ମା ଫେରାର। ଶିଶୁଟିକୁ  ଅସୁସ୍ଥ ଅବସ୍ଥାରେ  ମେଡିକାଲରେ ଭର୍ତ୍ତି କରାଯାଇଛି।  ଏଭଳି ଏକ ଅବଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ।  ଏହି ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଜଣେ ଅଜଣା ମା…

ପାଣି ପିଇବାକୁ ମାଗି ବାରଣ୍ଡାରେ ନବଜାତ ଶିଶୁ ପୁତ୍ରକୁ ଛାଡି ଚାଲିଗଲେ ମହିଳା, ଚାଇଲ୍ଡ ଲାଇନ କଲା ଉଦ୍ଧାର

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ପ୍ରିୟତମ ଭୁୟାଁ ନାମକ ଜଣେ ଯୁବତୀଙ୍କ ବାରଣ୍ଡାରୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଅପରାହ୍ନରେ ଜଣେ ମହିଳା କୁଶପଲ୍ଲୀ ସ୍ଥିତ ପ୍ରିୟତମଙ୍କ ଘରକୁ ଯାଇ ପିଇବାକୁ ପାଣି ମାଗିଥିଲେ ।…

ମା ପାଇଁ ଅଲୋଡା ହେଲା ଶିଶୁ : ଝାରଖଣ୍ଡରୁ ଛତିଶଗଡ଼ ଯାଉଥିବାବେଳେ ରାଉରକେଲା ସାନ ନୂଆଁଗାଁ ନିକଟରେ ଶିଶୁ ପୁତ୍ର ଜନ୍ମ…

ରାଉରକେଲା: ମା ପାଇଁ ଅଲୋଡା ହେଲା ତା ଛୁଆ। ହଜିଗଲା ମାଆର ମମତା। ନବଜାତ ଶିଶୁକୁ ଛାଡି ପଳାଇଲା ଜନ୍ମକଲା ମା। ଲକ୍‌ଡାଉନ୍‌ ଯୋଗୁଁ ଝାରଖଣ୍ଡରୁ ଛତିଶଗଡ଼ ଯାଉଥିଲେ ପ୍ରବାସୀ ଶ୍ରମିକ । ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳା ଥିଲେ। ଯିଏ ରାଉରକେଲା ସାନ ନୂଆଁଗାଁ ନିକଟରେ ସେ ଏକ ଶିଶୁ ପୁତ୍ର…

ଅଲୋଡା ଶିଶୁପୁତ୍ର, ବୁଦାମୂଳରୁ ଉଦ୍ଧାର ହେଲା ନବଜାତ

କେନ୍ଦୁଝର: ଅଲୋଡା ଶିଶୁପୁତ୍ର। ବୁଦାମୂଳରୁ ଉଦ୍ଧାର ହେଲା ନବଜାତ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମାନପୁର ଗାଁ ନିକଟ ଏକ ବୁଦା ମୂଳରୁ ଗାଁଲୋକେ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି। ଆଜି ସକାଳେ ନବଜାତର କାନ୍ଦ ଶୁଣି ତାକୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାକୁ…