Browsing Tag

new born child rescue

ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର , ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି

କେନ୍ଦୁଝର (କେନ୍ୟୁଜ): 'କଥାରେ ଅଛି ରଖେ ହରି ମାରେ କିଏ'। ବ୍ୟାଗ ଭିତରେ ୬ ଘଣ୍ଟା ସଂଘର୍ଷ ପରେ ନବଜାତକ ଶିଶୁ ଉଦ୍ଧାର । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ଗୋପିନାଥପୁର ଗ୍ରାମ ନିକଟସ୍ଥ ନାଳରୁ। ଏକ ନବଜାତକକୁ ବ୍ୟାଗ ଭିତରୁ ପ୍ରାୟ ୬ ଘଣ୍ଟା ପରେ ସ୍ଥାନୀୟ…

ଇଏ କିଭଳିଆ ମାନସିକତା: ପୁଣି ଅଲୋଡା ହେଲା ନବଜାତ କନ୍ୟା, ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର

କୋରାପୁଟ(କେନ୍ୟୁଜ): ସେମିଳିଗୁଡାରେ ଅଭାବନୀୟ ଘଟଣା । ନବଜାତ କନ୍ୟା ସନ୍ତାନ ବୁଦା ମଧ୍ୟରୁ ଉଦ୍ଧାର । ସେମିଳିଗୁଡା ମହାବିଦ୍ୟାଳୟ ନିକଟ ବୁଦା ମଧ୍ୟରୁ ନବଜାତ କନ୍ୟା ସନ୍ତାନକୁ ଉଦ୍ଧାର କରାଯାଇଛି। ଏକ ଅଖା ମଧ୍ୟରେ ବନ୍ଧାହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଶିଶୁଟିର…

ଗଞ୍ଜାମ କାଦପଡ଼ା ଗାଁ ନିକଟରେ ଉଦ୍ଧାର ହେଲା ଶିଶୁକନ୍ୟା

ଗଞ୍ଜାମ: ଅଲୋଡ଼ା ହେଲା ଶିଶୁକନ୍ୟା। କଅଁଳ ଶିଶୁକନ୍ୟାକୁ ରାସ୍ତାରେ ଫୋପାଡ଼ି ଚାଲିଗଲା ମା'। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା କାଦପଡ଼ା ଗାଁ ନିକଟରେ ଉଦ୍ଧାର ହେଲା ଶିଶୁକନ୍ୟା। ଭୋର ସମୟରେ ପଡ଼ିଥିବା ଶିଶୁ କନ୍ୟାର କାନ୍ଦ ଶୁଣି ସ୍ଥାନୀୟ କିଛି ମହିଳା ଶିଶୁକୁ ଉଦ୍ଧାର କରି…

ସୁବର୍ଣ୍ଣପୁର: ପୁଣି ଅଲୋଡା ନବଜାତ, ଅବେହେଳିତ ଅବସ୍ଥାରେ ଖେଳପଡିଆରୁ ଉଦ୍ଧାର

ସୁବର୍ଣ୍ଣପୁର(କେନ୍ୟୁଜ୍): ପୁଣି ଅଲୋଡା ନବଜାତ। ଅବେହେଳିତ ଅବସ୍ଥାରେ ପଡିଆରୁ ହେଲା ଉଦ୍ଧାର। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଖେଳପଡିଆରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଆଜି ସକାଳେ ଗାଁର ରଞ୍ଜନ ବଗର୍ତ୍ତି ଗାଁ ପାଖ ପଡିଆକୁ ଯାଇଥିବାବେଳେ ଶିସୁ କାନ୍ଦ ଶୁଣିଥିଲେ। ପରେ…

ବ୍ରହ୍ମପୁର ବଡ଼ ମେଡିକାଲରୁ ଚୋରି ନବଜାତ ଶିଶୁକନ୍ୟା ଉଦ୍ଧାର

ବ୍ରହ୍ମପୁର (କେନ୍ଯୁଜ୍) :ବ୍ରହ୍ମପୁର ବଡ଼ ମେଡିକାଲରୁ ଚୋରି ନବଜାତ ଶିଶୁକନ୍ୟା ଉଦ୍ଧାର । କନିସି ଗାଁରୁ ଶିଶୁକୁ ଉଦ୍ଧାର କରିଛି ବ୍ରହ୍ମପୁର ପୋଲିସ । ଉଦ୍ଧାର ପରେ ଶିଶୁ କନ୍ୟାକୁ ପରିବାର ଲୋକଙ୍କ ଜିମା ଦିଆଯାଇଛି । ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖି ପଚାରଉଚରା ଚାଲିଛି ।…

ସୋର ରାସ୍ତାକଡ ନାଳରୁ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର

ବାଲେଶ୍ବର : ପୁଣି ଅଲୋଡା ଶିଶୁ କନ୍ୟା ରାସ୍ତାକଡ ନାଳରୁ ଜୀବନ୍ତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୋର ଅଞ୍ଚଳରେ। ରାତ୍ରିରେ ସୋର ପୁରୁଣା ସିନେମାହଲ ପାଖ ଆଇସ ଫେକ୍ଟ୍ରି ଦେଇ ପୀର ମହଲାର ଭିଆକତ ଅଲ୍ଲୀ…