ଲୁଟେରୀ ନବବଧୂ, ଘରୁ ଦାମୀ ଗହଣା ଓ ଟଙ୍କା ନେଇ ମାରିଲା ଛୁ
ରାଜସ୍ଥାନରୁ ଲୁଟେରୀ ନବବଧୂର କଳା କାରନାମା ସାମ୍ନାକୁ ଆସିଛି । ବଧୂ ଜଣକ ମଧ୍ୟପ୍ରଦେଶ ଇନ୍ଦୋରର ୨୦ ବର୍ଷୀୟା ସଲୋନି ସୋଲାଙ୍କ । ଯିଏକି ୫୦୦ ଟଙ୍କାର ଷ୍ଟାମ୍ପରେ ୩ଲକ୍ଷ ୭୦ ହଜାର ଟଙ୍କା ନେଇ ବାସୱାଡ ଜିଲ୍ଲାର ଘାଟୋଲ ସହରର ଭୁବନେଶ ଜୈନଙ୍କୁ ବାହା ହୋଇଥିଲେ । ବାହାଘରର ୧୫ ଦିନ ପର୍ଯ୍ୟନ୍ତ…