Browsing Tag

new build bridge collapse

ରେଳ ଷ୍ଟେସନ ନିକଟରେ ଖସି ପଡ଼ିଲା ନିର୍ମାଣାଧୀନ ରେଲେଓ୍ଵ ଓଭରବ୍ରିଜ ସ୍ଲାବ୍‌, ରେଳ ଚଳାଚଳ ଠପ୍

ବାଲେଶ୍ୱର (କେନ୍ୟୁଜ୍) : ରେଳ ଷ୍ଟେସନ ନିକଟରେ ଖସି ପଡ଼ିଲା ନିର୍ମାଣାଧୀନ ରେଲେଓ୍ଵ ଓଭରବ୍ରିଜ ସ୍ଲାବ୍‌ । ଶୋଭାରାମପୁରରେ କାମ ଚାଲିଥିବା ବେଳେ ସାଢ଼େ ୧୧ଟା ବେଳେ ହଠାତ୍‌ ସ୍ଲାବ ଖସି ପଡ଼ିଥିଲା । ରେଳ ଧାରଣା ଉପରେ ପଡ଼ିବାରୁ ଏହି ରୁଟରେ ରେଳ ଚଳାଚଳ ବନ୍ଦ ରହିଛି । ରେଳ ଧାରଣା ଦେଇ ଯାଇଥିବା…