ଏହି ଟିପ୍ସକୁ ଫଲୋ କଲେ ମିଳିବ ୧ ଲକ୍ଷ ଟଙ୍କା ରିହାତି
ନୂଆ କାର କିଣିବା ସମୟରେ ଅନେକ ଗ୍ରାହକ ଆଶା କରନ୍ତି ଯେ ଡିଲରସିପ୍ ସେମାନଙ୍କୁ କିଛି ରିହାତି ପ୍ରଦାନ କରୁ । କିନ୍ତୁ ଏହା ଏତେ ସହଜ ନୁହେଁ। ଏଠାରେ ଆମେ ଆପଣଙ୍କୁ ଏହା ସମ୍ବନ୍ଧୀୟ କିଛି ଟିପ୍ସ କହିବାକୁ ଯାଉଛୁ । ଏହାକୁ ମାନିଲେ ଆପଣ ନିଜ ମନ ପସନ୍ଦ କାର କୁ ବଢିଆ ରିହାତିରେ ପାଇପାରିବେ ।…