Browsing Tag

new charge

ପୁରୀ ମନ୍ଦିରର ନୂଆ ପ୍ରଶାସକ ଭାବେ ଦାୟିତ୍ବ ନେଲେ କ୍ରିଷନ କୁମାର, କହିଲେ ଶ୍ରୀମନ୍ଦିର ଉନ୍ନତିକୁ ଦିଆଯିବ ଗୁରୁତ୍ବ

ପୁରୀ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି କ୍ରିଷନ କୁମାର । ମଧ୍ୟାହ୍ନରେ ସେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ମହାପ୍ରଭୁଙ୍କ ନୀତି, ଶୃଙ୍ଖଳା, ସଂସ୍କୃତି ଓ ପରଂପରାକୁ ନେଇ ସମସ୍ତଙ୍କ ସହଯୋଗରେ…