Browsing Tag

new chief secretary

ନୂଆ ମୁଖ୍ୟ ଶାସନ ସଚିବଙ୍କ ନୂଆ ଟିମ୍ , ଜାଣନ୍ତୁ ଅଦଳବଦଳ ପଛରେ ଥିବା ୫ଟି ମୁଖ୍ୟ କାରଣ

ଭୁବନେଶ୍ୱର : ନୂଆ ମୁଖ୍ୟ ଶାସନ ସଚିବଙ୍କ ନୂଆ ଟିମ୍ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ପରେ ପ୍ରଥମ ବଡ଼ IAS ଅଦଳବଦଳ ହୋଇଛି ।  ନୂଆ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଗଠନ ହୋଇଛି…

ରାଜ୍ୟକୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ସଚିବ, ଅନୁ ଗର୍ଗ ହେଲେ ନୂଆ ଚିଫ ସେକ୍ରେଟାରୀ

ଭୁବନେଶ୍ବର: ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମ ।  ରାଜ୍ୟକୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ସଚିବ ।  ଅନୁ ଗର୍ଗ ହେଲେ ନୂଆ ଚିଫ ସେକ୍ରେଟାରୀ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ନୂଆବର୍ଷରେ ନୂଆ ଦାୟିତ୍ବ ନେବେ ୧୯୯୧ବ୍ୟାଚର ଆଇଏଏସ ଅଫିସର ।…

ଭାରତ ପେଟ୍ରୋଲିୟମରେ ଚାକିରି କରିବାର ସୁଯୋଗ, ଦରମା ମାସକୁ ୧.୨୦ ଲକ୍ଷ ଟଙ୍କା

ଭାରତ ପେଟ୍ରୋଲିୟମରେ ଜୁନିଅର ଏଗଜିକ୍ୟୁଟିଭ ଏବଂ ସେକ୍ରେଟାରୀ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୨୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ପଦବୀ ବିବରଣୀ : ଜୁନିଅର ଏଗଜିକ୍ୟୁଟିଭ,…

ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଲେ ମନୋଜ ଆହୁଜା

ନୂଆ ସରକାରରେ ନୂଆ ମୁଖ୍ୟ ସଚିବ । ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଲେ ମନୋଜ ଆହୁଜା । ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ଏହା ପରେ ତାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି…

NIA ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ସଦାନନ୍ଦ ବସନ୍ତ ଦାତେ, ୨୬/୧୧ର ଆକ୍ରମଣ ସମୟରେ ସୁରକ୍ଷା ବ୍ୟବସ୍ଥାର ପ୍ରମୁଖ…

ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି(NIA)ର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଦାନନ୍ଦ ବସନ୍ତ ଦାତେ । ଏ ନେଇ NIA ବିବୃତ୍ତି ଜାରି କରିଛି । ରବିବାର ଦିନକର ଗୁପ୍ତାଙ୍କ ସ୍ଥାନ ଗ୍ରହଣ କରିଛନ୍ତି ସଦାନନ୍ଦ ବସନ୍ତ NIAର ନୂତନ ପ୍ରମୁଖ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।…

ରାଜ୍ୟର ନୂଆ ମୁଖ୍ୟ ସଚିବ ହେଲେ ପ୍ରଦୀପ କୁମାର ଜେନା, ମାର୍ଚ୍ଚ ୧ରୁ ନେବେ ଦାୟିତ୍ୱ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ନୂଆ ମୁଖ୍ୟ ସଚିବ ହେଲେ ପ୍ରଦୀପ କୁମାର ଜେନା। ମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ନେବେ । ୧୯୮୯ ବ୍ୟାଚର ଆଇଏଏସ ପ୍ରଦୀପ କୁମାର ଜେନାଙ୍କୁ ପରବର୍ତ୍ତୀ ମୁଖ୍ୟ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଫେବୃଆରୀ ୨୮ ତାରିଖରେ…

କୋଭିଡ଼ ପରିଚାଳନା ନେଇ ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ଼ ଘୋଷଣା, ନୂଆ କଟକଣା ଲାଗୁ ନେଇ କଳ୍ପନା ଜଳ୍ପନା

କେନ୍ୟୁଜ୍(ବ୍ୟୁରୋ):  କୋଭିଡ଼ ପରିଚାଳନା ନେଇ କାଲି ହୋଇପାରେ ବଡ଼ ଘୋଷଣା। ଦିନ ୧୦ଟାରେ ମୁଖ୍ୟ ଶାସନ ସଚିବ କୋଭିଡ଼ ପରିଚାଳନା ନେଇ  କିଛି  ବଡ଼ ଘୋଷଣା  କରିପାରନ୍ତି ବୋଲି ସୂଚନା ମିଳିଛି। ମେ ମାସ ପାଇଁ ଗାଇଡ଼ଲାଇନ ନେଇ  କିଛି ବଡ଼ ଘୋଷଣା କରିପାରନ୍ତି  ମୁଖ୍ୟ ଶାସନ ସଚିବ ସୁରେଶ…

ସୁରେଶ ମହାପାତ୍ର ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ, ଅସିତ ତ୍ରିପାଠୀଙ୍କୁ WODC ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର(କେ ନ୍ୟୁଜ): ସୁରେଶ ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଛନ୍ତି । ଏହାସହ ସେ ମୁଖ୍ୟ ଉନ୍ନୟନ କମିସନର ଭାବେ ମଧ୍ୟ ନିଯୁକ୍ତ ପାଇଛନ୍ତି । ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହା ସହ ସେ ଆଞ୍ଚଳିକ…