Browsing Tag

new coach

ବଦଳିଲେ କେକେଆର କୋଚ୍, ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସ୍ଥାନରେ ଅଭିଷେକ ନାୟର

ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲର ଆଗାମୀ ସିଜିନ୍ ପାଇଁ ସବୁ ଦଳର ସେମାନଙ୍କର ବିଭିନ୍ନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଖେଳାଳିଠୁ ଆରମ୍ଭ କରି କୋଚ୍ ଏବଂ ଷ୍ଟାଫ୍ ମଧ୍ୟ ପରିବର୍ତ୍ତନ କରୁଛନ୍ତି । ସେହି ଅନୁସାରେ ଶାହାରୁଖ ଖାନଙ୍କ କୋଲକାତା ନାଇଟ ରାଇଡର୍ସ ତାର କୋଚ୍…