Browsing Tag

new corona positive case

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୦ହଜାର ୭୫୭ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ହଜାର ୭୫୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧୧ହଜାର ୭୩୨ । ଖୋର୍ଦ୍ଧା ଅପେକ୍ଷା କଟକରେ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି କଟକରୁ ୮୭୦ ପଜଟିଭ୍‌…

ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌: ରାଜଧାନୀର ଜଣେ ବ୍ରିଟେନ୍‌ ଫେରନ୍ତା ୪ ବର୍ଷର ଝିଅ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌ । ରାଜ୍ୟର ଆଉ ଜଣେ ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାଜଧାନୀର ଜଣେ ୪ ବର୍ଷର ଝିଅ ପଜିଟିଭ୍‌ ଚିହ୍ନଟ ପରେ ପୁଣି ଭୟ ବଢିଛି । ବାପା, ମାଆଙ୍କ ସହ ସେ ଗତ ୨୦ ତାରିଖରେ ଫେରିଥିଲେ । ବ୍ରିଟେନ୍‌ରୁ ନୂଆଦିଲ୍ଲୀ…

ଆଜି ଭୁବନେଶ୍ଵରରେ ୧୪୯ ଜଣ ଓ କଟକରେ ୧୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ବରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ବାହାରିଥିବା ବେଳେ ଲୋକାଲ କେସ ୫୧ ରହିଛି । ତାସହିତ ୧୪୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଈଗଉ ପକ୍ଷରୁ ସୂଚନା ମିଳିଛି । ଏହି…

ଆଜି ଭୁବନେଶ୍ୱରରୁ ସର୍ବାଧିକ ୬୪ ଜଣ କରୋନା ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୬ ଓ ଲୋକାଲ କଣ୍ଟାକ୍ଟ ୨୮ଟି କେସ୍…

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୬୪ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୩୬ ଓ ଲୋକାଲ କଣ୍ଟାକ୍ଟ ୨୮ଟି କେସ୍ ଚିହ୍ନଟ ହୋଇଛି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଚିହ୍ନଟଙ୍କ ଭିତରୁ ଭିମଟାଙ୍ଗୀରୁ ଜଣେ, ଲକ୍ଷ୍ମୀସାଗର ଉପରସାହି ରୁ ୨ ଜଣ , ସଲିଆସାହି ମହାବୀର ନଗରରୁ ୩ ଜଣ, ସଲିଆସାହି…

ରାଜ୍ୟରେ ଆଉ ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୨୫୦କୁ ବୃଦ୍ଧି ପାଇଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଉ ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବାବେଳେ,…

ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୨୪୫କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ଯରେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୨୪୫କୁ ବୃଦ୍ଧି ପାଇଛି । ଏହି ନୂଆ ସଂକ୍ରମିତଙ୍କ ଭିତରୁ ୧୧୦ଜଣ କ୍ବାରେଣ୍ଟାଇନରେ ଥିବାବେଳେ, ୩୧ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ…

ରାଜ୍ୟରେ ସର୍ବାଧିକ ୧୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୦୪ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ସର୍ବାଧିକ ୧୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୦୪ କୁ ବୃଦ୍ଧି ପାଇଛି । ୧୫୬ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୧୫୩ ଜଣ କ୍ବାରେଣ୍ଟାନ୍ ସେଣ୍ଟରୁ ଚିହ୍ନଟ ହୋଇଥିବାବେଳେ ଅନ୍ଯ ୩ଜଣ ସ୍ଥାନୀୟ ବାସିନ୍ଦା ବୋଲି…

ବରଗଡ଼ ଜିଲ୍ଳାରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ, ଦୁଇଟି ବ୍ଲକକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

ବରଗଡ଼: ବରଗଡ଼ ଜିଲ୍ଳାରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ। ତେବେ ଜିଲ୍ଳାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଞ୍ଚିଲା । ତେବେ ୬ କରୋନା ପଜିଟିଭଙ୍କ ଭିତରୁ ଭେଡେନ୍ ବ୍ଲକର ୪ ଜଣ ଓ ଭଟଲି ବ୍ଲକର ୨ ଜଣ ଥିବା ଜଣାପଡିଛି । ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଲେ ବରଗଡ଼ ଜିଲ୍ଳାପାଳ ।…