ମାସ୍କ ନ ପିନ୍ଧିଲେ ଏହି ଦେଶରେ ମିଳେ ଅଦ୍ଭୁତ ଦଣ୍ଡ, କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ ଖୋଳିବାକୁ ହୁଏ କବର
ଲଣ୍ଡନ : ସାରା ବିଶ୍ୱରେ କରୋନାରେ ପ୍ରାୟ ୩ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ କୋଟିଏ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଆମେରିକା ଜନ୍ ହପ୍କିନ୍ସ ୟୁନିଭରସିଟିର ବିଜ୍ଞାନ ଓ ଇଞ୍ଜିନିୟରିଂ କେନ୍ଦ୍ର ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ ବିଶ୍ୱରେ ଏପର୍ଯ୍ୟନ୍ତ ୨କୋଟି ୯୧ ଲକ୍ଷ ୮୨…