ଅଷ୍ଟ୍ରେଲିଆ ନିର୍ମାଣ କଲା ନୂଆ କରୋନା କିଟ୍, ମାତ୍ର ୨୦ ମିନିଟରେ ମିଳିବ ରିପୋର୍ଟ
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । କରୋନା ନମୂନା ପରୀକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର କିଟ୍ ଏବେ ବଜାରରେ ଉପଲବ୍ଧ । ମାତ୍ର ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ କରୋନା ପରୀକ୍ଷା ପାଇଁ ଏକ ନୂଆ ପ୍ରକାରର ପଦ୍ଧତି ବିକଶିତ କରିଛନ୍ତି । ଯାହାଦ୍ୱାରା ମାତ୍ର…