ଦିଲ୍ଲୀ ମଦ ଘୋଟାଲାରେ ଗିରଫ କଲେ YSRCP ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମଙ୍ଗୁଟା ରାଘବ
ଦିଲ୍ଲୀ ମଦ ଘୋଟାଲା ମାମଲାରେ ଓ୍ଵାଇଏସଆରସିପି ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମଙ୍ଗୁଟା ରାଘବକୁ ଗିରଫ କରିଛି ଇଡି । ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କୁ ଭେଟିଥିଲେ ବୋଲି ଇଡି କହିଛି । ଏହା ପୂର୍ବରୁ ଏହି…