ଅମିତାଭ ବଚ୍ଚନ କହିଲେ ଚୀନ୍ରୁ ଆସିଛି ଚମକାଇ ଦେଲା ଭଳି ତଥ୍ୟ, ଏମିତି ବି ସଂକ୍ରମିତ ହୋଇପାରେ କରୋନା; ସ୍ୱାସ୍ଥ୍ୟ…
କରୋନା ସଂକ୍ରମଣ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ପ୍ରକାଶ ପାଉଛି । ଏଥିରୁ ମୁକୁଳିବା ପାଇଁ ପ୍ରତ୍ୟେକ ଦେଶ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ପୂର୍ବରୁ ଆମେ ମାସ୍କ ବ୍ୟବହାର ସହ କ୍ୱାରେଣ୍ଟାଇନ୍ରେ ରହିଲେ କରୋନା ସଂକ୍ରମଣରୁ ବର୍ତ୍ତିବା ବୋଲି ଆଶା କରୁଥିଲେ ।
ମାତ୍ର ଏବେ ପ୍ରତ୍ୟେକ…