ଏବେ ମୋବାଇଲରେ କଲରଙ୍କୁ ଟ୍ରେସ୍ କରିବା ହେବ ସହଜ, ଖୁବ୍ ଶୀଘ୍ର ଆରମ୍ଭ ହେବ ଏକ ନୂଆ ସର୍ଭିସ
ଏବେ ମୋବାଇଲରେ କଲରଙ୍କୁ ଟ୍ରେସ୍ କରିବା ହେବ ସହଜ । ଏବେ ନାମ ସହିତ ଆସିବ ଅଜଣା କଲ୍ । ଏବେ ମୋବାଇଲ୍ ୟୁଜର୍ସଙ୍କ ପାଇଁ ସ୍ପାମ୍, ଜଙ୍କ୍ ଏବଂ ମାର୍କେଟିଂ କଲ୍ ଚିହ୍ନଟ କରିବା ସହଜ ହେବ । ପ୍ରକୃତରେ କଲର୍ଙ୍କ ନାମ ଏବେ ନମ୍ବର ସହିତ କଲିଂ ସ୍କ୍ରିନ୍ରେ ଦେଖାଯିବ । ଟେଲିକମ୍ ବିଭାଗ ଏବଂ…