Browsing Tag

new feature

ମହିଳାଙ୍କ ସୁରକ୍ଷା ପାଇଁ Uber ଆଣୁଛି ନୂଆ ଫିଚର, ଜାଣନ୍ତୁ କେବେ ମିଳିବ ଏହି ସୁବିଧା

Uber ହେଉଛି ଏକ ରାଇଡ୍ ସେୟାରିଂ ପ୍ଲାଟଫର୍ମ, ଯାହା ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି । ଯେତେବେଳେ ଲୋକମାନେ କୌଣସି ସ୍ଥାନକୁ ଯିବା ପାଇଁ ବାହାରନ୍ତି ସେତେବେଳେ ଏହି ପ୍ଲାଟଫର୍ମ କଥା ମନେ ପଡ଼େ । ଆପ୍ ମାଧ୍ୟମରେ ରାଇଡ୍ ବୁକ୍ କରିବା ପରେ କମ୍ପାନୀ ଦ୍ୱାରା ନିଯୁକ୍ତ ଡ୍ରାଇଭର…

ଖୁବଶୀଘ୍ର ଲଞ୍ଚ ହେବ Find My Device ନେଟଓ୍ଵାର୍କ, ଗ୍ୟାଜେଟକୁ ସହଜରେ ଟ୍ରାକ୍ କରିବେ ୟୁଜର

ବର୍ତ୍ତମାନ ଆପଲ୍ ହେଉଛି ଟେକ୍ ଇଣ୍ଡଷ୍ଟ୍ରିରେ ଏକ ଟ୍ରେଣ୍ଡ୍ ସେଟର୍ । ଆପଲ୍ ଯାହା ବି ଡିଭାଇସ୍‌ ଆଣିଥାଏ ସମଗ୍ର ଇଣ୍ଡଷ୍ଟ୍ରି ଆପଲକୁ କପି କରେ । ଗୁଗଲର ନାମ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ଗୁଗଲରେ ପୂର୍ବରୁ ଫାଇଣ୍ଡ ମାଏ ଫୋନ୍ ଫିଚର ଅଛି ଯାହା ଆପଲ୍ ର ଫାଇଣ୍ଡ ମାଏ ଭଳି ଥାଏ ।…

ହ୍ଵାଟସ୍‌ ଆପ୍‌ ଆଣୁଛି ନୂଆ ଫିଚର, ଷ୍ଟାଟସ୍‌ ଦେଖିବେ ସମସ୍ତ ୟୁଜର

ହ୍ଵାଟସ୍ ଆପ୍ ପ୍ରତି ମାସରେ କିଛି ନୂଆ ଫିଚର ରୋଲଆଉଟ କରିଥାଏ ଏବଂ ଏହି ଫିଚରକୁ ନେଇ ଆଲୋଚନା ମଧ୍ୟ ହୁଏ । ୟୁଜରମାନେ ଏହି ଫିଚର ବିଷୟରେ ଅଳ୍ପ ବହୁତ ଜାଣିବା କ୍ଷଣି ହିଁ ପୁଣି ହ୍ଵାଟ୍ସଆପ୍ ଆଉ ଏକ ନୂଆ ଫିଚର ରୋଲଆଉଟ୍‌ କରେ ଏବଂ ଲୋକମାନେ ଫୁଣି ନୂଆ ଫିଚର ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି…

Facebook ଏବଂ Instagramରେ ଆସିବ AI ଇମେଜର ଖାସ ଫିଚର, ଜାଣନ୍ତୁ କିପରି କରିବେ ବ୍ୟବହାର

AI ଅର୍ଥାତ୍ ଆଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ବିଷୟରେ ଗତ କିଛି ମାସ ଧରି ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଏହି ନୂତନ ଟେକ୍ନୋଲୋଜିର ବ୍ୟବହାର ସାରା ବିଶ୍ୱରେ ହେଉଛି । ଧୀରେ ଧୀରେ ସମସ୍ତ କମ୍ପାନୀ ସେମାନଙ୍କ ସର୍ଭିସରେ AI ଫିଚରର ବ୍ୟବହାର କରିବା ଆରମ୍ଭ କରିଛନ୍ତି । ତେବେ ଫେସବୁକ୍,…

Underwater Mode ସହିତ ଆସିବ iPhone 16, ଏବେ ପାଣି ଭିତରେ ମଧ୍ୟ ବ୍ୟବହାର କରିପାରିବେ ଫୋନ

ଆଜିକାଲି ଆପଲ୍ ଆଇଫୋନର ଚାହିଦା ବେଶ ଅଧିକ । ପ୍ରତ୍ୟେକ ସ୍ମାର୍ଟଫୋନ୍ ୟୁଜର ଆଇଫୋନ୍ ବ୍ୟବହାର କରିବାକୁ ଚାହାନ୍ତି । ଆପଲ୍ ଫୋନ୍ ଗୁଡିକ ସେମାନଙ୍କର ପ୍ରିମିୟମ୍ ବିଲ୍ଡ କ୍ୱାଲିଟି ଏବଂ ଫ୍ଲାଗସିପ୍ ଲେବଲ ଫିଚର ପାଇଁ ଜଣାଶୁଣା । ଆପଲର ଫିଚରଗୁଡିକ ଏହାକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଠାରୁ…

ଛୋଟ ପିଲାଙ୍କ ପାଇଁ ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର, ବିଳମ୍ବିତ ରାତି ଯାଏଁ ବ୍ୟବହାର କରିପାରିବେନି ଆପ୍‌

ସମଗ୍ର ବିଶ୍ୱରେ ଇନଷ୍ଟାଗ୍ରାମର ଲକ୍ଷ ଲକ୍ଷ ୟୁଜର୍ସ ଅଛନ୍ତି । ଛୋଟ ପିଲାମାନେ ମଧ୍ୟ ଏହି ଆପକୁ ମନ ଇଚ୍ଛା ବ୍ୟବହାର କରୁଛନ୍ତି । ଛୋଟ ପିଲାମାନଙ୍କ ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ଅତ୍ୟଧିକ ବ୍ୟବହାରକୁ ଦୃଷ୍ଟିରେ ରଖି ମେଟା ପ୍ରାଇଭେସୀ ଏବଂ ସେଫ୍ଟି ଫିଚର୍ସକୁ ନେଇ କାମ କରୁଛି । କମ୍ପାନୀ…

ବ୍ଲୁଟୁଥରେ ବି ହେଉଛି ଟ୍ରାକିଂ, Unknown ବ୍ଲୁଟୁଥ ଟ୍ରାକର୍ସକୁ ଚିହ୍ନିବା ପାଇଁ ରୋଲଆଉଟ ହେଲା ନୂଆ ଫିଚର

ବର୍ତ୍ତମାନ ସମୟରେ ଟେକ୍ନୋଲୋଜିରେ ନୂଆ ନୂଆ ପରିବର୍ତ୍ତନ ହେଉଛି । ଟେକ୍ନୋଲୋଜି ଏତେ ଅଧିକ ଉନ୍ନତ ହୋଇଛି ଯେ, ଆପଣ ଘରେ ବସି ଅନେକ କାମ କରି ପାରିବେ । ତେବେ ଆପଣ ମୋବାଇଲ, ସିସିଟିଭି ଏବଂ ଅନ୍ୟାନ୍ୟ ଉପକରଣ ମାଧ୍ୟମରେ ଟ୍ରାକ କରିବା ବିଷୟରେ ତ ଶୁଣିଥିବେ କିନ୍ତୁ ବ୍ଲୁଟୁଥ ମାଧ୍ୟମରେ…

PhonePeରେ ଆସିଲା Income Tax Pay ଫିଚର, Tax Portalରେ ଲଗଇନ କରିବାରୁ ମିଳିବ ମୁକ୍ତି

ଭାରତୀୟ ଟ୍ୟାକ୍ସପେୟର୍ସଙ୍କ କାମ ସହଜ କରିବା ପାଇଁ PhonePe ଏକ ନୂଆ ଫିଚର'Income Tax Payment' ସାମିଲ କରିଛି । ଏହା ସାହଯ୍ୟରେ ଟ୍ୟାକ୍ସପେୟର୍ସମାନେ ନିଜ ଟ୍ୟାକ୍ସର ପେମେଣ୍ଟ କରିପାରିବେ । ଆର୍ଥିକ ବର୍ଷ ୨୦୨୨-୨୩ର ITR ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ପର୍ଯ୍ୟନ୍ତ ରହିଛି ।…

ହ୍ବାଟ୍ସଆପରେ କ୍ୟୁଆର କୋଡକୁ ସ୍କାନ୍ କରି ଚାଟକୁ ସହଜରେ କରନ୍ତୁ ଟ୍ରାନ୍ସଫର, ଜାଣନ୍ତୁ ପ୍ରୋସେସ୍ 

ସାରା ଦୁନିଆରେ ହ୍ବାଟ୍ସଆପର ୨ ବିଲିୟନରୁ ଅଧିକ ଆକ୍ଟିଭ ୟୁଜର୍ସ ଅଛନ୍ତି । ଭାରତରେ ପ୍ରାୟ ୫୦୦ ମିଲିୟନରୁ ଅଧିକ ଲୋକ ହ୍ବାଟ୍ସଆପର ବ୍ୟବହାର କରୁଛନ୍ତି । ୟୁଜର୍ସ ପ୍ରତିଦିନ ଏହି ଆପରେ ଜଣେ ଜଣଙ୍କୁ କାମ ପ୍ରସଙ୍ଗରେ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି ଜିନିଷ ସେୟାର କରନ୍ତି ।…

Whatsappରେ ଏବେ ପର୍ସନାଲ ଚାଟ୍‌ କୁ କରନ୍ତୁ Lock

ନିଜ ଫୋନକୁ ଅନ୍ୟ କାହାକୁ ଦେବା, ଏହା କାହାକୁ ବି ଠିକ ଲାଗି ନଥାଏ। କାରଣ ସମସ୍ତଙ୍କର କିଛି ପର୍ସନାଲ ଜିିନିଷ ଫୋନରେ ରହିଥାଏ। ଯାହା ସେମାନେ ସମସ୍ତଙ୍କ ସହ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ। କଣ ଆପଣ ବି ନିଜ ଫୋନ ଅନ୍ୟ କାହାକୁ ଦେବା ସମୟରେ ଏହାକୁ ନେଇ ଚିନ୍ତିତ ହେଉଛନ୍ତି କି?…

ହ୍ୱାଟ୍ସଆପ୍‌ ରିଲିଜ କରୁଛି ନୂଆ ଫିଚର ! ଏବେ ନିଜକୁ କରିପାରିବେ ମେସେଜ

ହ୍ୱାଟ୍ସଆପ ଆଣିପାରେ ନୂଆ ଫିଚର । ୟୁଜର୍ସଙ୍କ ଏକ୍ସପିରିୟନ୍ସକୁ ଉନ୍ନତ କରିବା ସହିତ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପକୁ ଆହୁରି ଲୋକପ୍ରିୟ କରାଇବା ପାଇଁ କମ୍ପାନୀ ଦିନକୁ ଦିନ ନୂଆ ନୂଆ ଆକର୍ଷଣୀୟ ଫିଚର ଆଣୁଛି। ୟୁଜର୍ସଙ୍କ ସୁବିଧାକୁ ଦେଖି ହ୍ୱାଟ୍ସଆପରେ ନୂଆ ଫିଚର ଯୋଡ଼ୁଛି କମ୍ପାନୀ।…

ଇନ୍‌ଷ୍ଟାଗ୍ରାମ୍‌ରେ ଯୁବପିଢ଼ିଙ୍କ ପାଇଁ ଆସିଲା ନୂଆ ଫିଚର, ଏବେ ଆଉ ଅଧିକ ସମୟ ଯାଏଁ ବ୍ୟବହାର କରିପାରିବେନି ଆପ୍‌

ଇନ୍‌ଷ୍ଟାଗ୍ରାମ୍‌ ନିଜ ପ୍ଲାଟଫର୍ମରେ ଛୋଟ ପିଲା ଓ ଯୁବକଙ୍କ ପାଇଁ ସୁରକ୍ଷିତ ଜାଗା ତିଆରି କରିବାକୁ ଚାହୁଁଛି। ମେଟା କମ୍ପାନୀ ପକ୍ଷରୁ ଇଣ୍ଟରନେଟ୍‌ ଦିବସ ୨୦୨୨ ପୂର୍ବରୁ ଭାରତରେ ‘ଟେକ୍‌ ଏ ବ୍ରେକ୍‌’ ଫିଚର ଆରମ୍ଭ କରିଥିଲା। ଏହି ଫିଚର ଭାରତ ସମେତ ଅନ୍ୟ ଦେଶରେ ବି ଆରମ୍ଭ ହୋଇଛି। ନାଁରୁ…