Browsing Tag

new government

ମୋହନ ସରକାର ଆସିବା ପରେ ଏବେ ଚର୍ଚ୍ଚାରେ କିଏ ହେବେ ନୂଆ DGP

ଭୁବନେଶ୍ୱର (କେନ୍ୟୁଜ): ମୋହନ ସରକାର ଆସିବା ପରେ ଚର୍ଚ୍ଚା ଏବେ କିଏ ହେବେ ଡିଜିପି । ଏବେ ଅରୁଣ ଷଡଙ୍ଗୀ DGP ଦାୟିତ୍ଵରେ ଅଛନ୍ତି । ଅରୁଣ ଷଡଙ୍ଗୀ ଫୁଲ ଟାଇମ୍ DGP ହେବେ କି ? ନା ନୂଆ ସରକାରରେ ହେବେ ନୂଆ DGP । ୧୯୯୦ବ୍ୟାଚ IPS ଅଫିସର ଅରୁଣ ଷଡଙ୍ଗୀ ଗତ ଡିସେମ୍ବର ୩୧ରେ ଡିଜିପି ଭାବେ…