Browsing Tag

new guideline

ପୁଣି ଆସିବ ସୁଭଦ୍ରା ଗାଇଡଲାଇନ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ପୁଣି ଆସିବ ସୁଭଦ୍ରା ଗାଇଡଲାଇନ ।  ଅଯୋଗ୍ୟଙ୍କୁ ସାମିଲ ପାଇଁ ଗାଇଡଲାଇନ ଆସିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନୂଆ ଗାଇଡଲାଇନ ଆଣିବା ପାଇଁ ଆଜି ଦିନ ୩ଟାରେ ବସିବ ବୈଠକ । ୨ ଲକ୍ଷ ୬୭ ହଜାରଙ୍କ ଆବେଦନ ଖାରଜ ହୋଇଛି । ବୈଠକରେ ଖାରଜ ଲିଷ୍ଟ ଉପରେ ଆଲୋଚନା…

ଟିକା ନ ନେଲେ ଆଉ କରିପାରିବେ ନାହିଁ ଟ୍ରେନ ଯାତ୍ରା, ରେଳବାଇ ଆଣିଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଭୂତାଣୁ ବୃଦ୍ଧି ପାଉଥିବାରୁ ରେଳବାଇ ଏକ ନୂତନ ଗାଇଡଲାଇନ ଜାରି କରିଛି। ବାସ୍ତବରେ, ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। କରୋନାଭାଇରସ୍ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ…

ଆଜିଠୁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌, ରାତି ୯ଟା ପୂର୍ବରୁ ବନ୍ଦ ହେବ ସବୁ ମଲ୍‌

ଆଜିଠୁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ରାଜଧାନୀର ବିଭିନ୍ନ ମଲରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଗ୍ରାହକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ କୁହାଯାଇଛି। ରାତି ୯ ଟା ପୂର୍ବରୁ ସବୁ ମଲ ବନ୍ଦ ହେବ। ନିୟମ ଉଲ୍ଲଂଘନ କଲେ…

ସାମାନ୍ୟ ଏବଂ ଲକ୍ଷଣ ନଥିବା କରୋନା ଆକ୍ରାନ୍ତଙ୍କ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡଲାଇନ୍‌, ଜାଣନ୍ତୁ କ’ଣ

ଦେଶରେ ଦିନକୁ ଦିନକୁ ଦ୍ରୁତଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ ୧୯ ଆକ୍ରାନ୍ତଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି। ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଉନି । ସେହିପରି କିଛି ଆକ୍ରାନ୍ତଙ୍କ ପାଖରେ କରୋନାର…

ଓଟିଟି ପ୍ଲାଟଫର୍ମ ଏବଂ ଟିଆରପି ପାଇଁ ଖବୁଶୀଘ୍ର ଆସିବ ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିବ ନିୟମ

କେନ୍ଦ୍ର ସରକାର ଓଟିଟି ପ୍ଲାଟଫର୍ମରେ ୱେବ ସିରିଜରେ ବଢୁଥିବା ଅଶ୍ଳୀଳତାକୁ ନେଇ ନୂଆ ଗାଇଡଲାଇନ ଜାରି କରିପାରନ୍ତି। ଏହାସହିତ ସରକାର ଟିଆରପି ହେରଫେରକୁ ନେଇ ନୂଆ ନିୟମ ମଧ୍ୟ ଲାଗୁ କରିବାକୁ ଯାଉଛନ୍ତି। ଏନେଇ ଲୋକସଭାର ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ…

ଅପେକ୍ଷାର ଅନ୍ତ ! ଶହେ ପ୍ରତିଶତ ଲୋକଙ୍କୁ ନେଇ ଖୋଲିବ ସିନେମା ହଲ୍, କିନ୍ତୁ ମାନିବାକୁ ପଡିବ ଏହିସବୁ ନିୟମ

ଦୀର୍ଘ ବର୍ଷେ ହେଲାଣି କରୋନା ମହାମାରୀ ଯୋଗୁଁ ସିନେମା ହଲ୍ ବନ୍ଦ ରହିଥିଲା। ଲକଡାଉନ ଖୋଲିବା ପରେ ସିନେମା ହଲ୍ ଖୋଲିବାକୁ ଅନୁମତି ଥିବା ବେଳେ କିନ୍ତୁ ୧୦୦ ପ୍ରତିଶତ ଲୋକଙ୍କୁ ହଲ୍କୁ ଯିବାକୁ ଅନୁମତି ମିଳିନଥିଲା। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ୧ ଫେବ୍ରୁଆରୀରୁ ୧୦୦ ପ୍ରତିଶତ ଲୋକଙ୍କ ନେଇ…

ରାଜ୍ୟ ସରକାର ଦେଲେ ଅନୁମତି, ଏଣିକି କନ୍ୟା ଘରକୁ ପ୍ରୋସେସନ୍‌ କରି ଯାଇପାରିବେ ବର

ଭୁବନେଶ୍ୱର (କେନ୍ୟୁଜ୍‌) : ବିବାହ କରିବାକୁ ଯାଉଥିବା ବରକନ୍ୟାଙ୍କ ପାଇଁ ଖୁସି ଖବର। ଏଣିକି ବିବାହ ଉତ୍ସବରେ କରିହେବ ପ୍ରୋସେସନ୍‌। ପ୍ରୋସେସନକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ ତଥା ଅତିରିକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ…

ଟ୍ରେନ୍‌ରେ ଯିବା ଆସିବା କଲେ ୧୪ ଦିନ ଯାଏଁ ରହିବାକୁ ପଡ଼ିବ କ୍ୱାରେଣ୍ଟାଇନ୍‌ରେ‌, ଲାଗୁ ହେଲା ନୂଆ ନିୟମ

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ହାର ଓଡ଼ିଶାରେ ବି ବଢ଼ୁଛି। କେବଳ ସଂକ୍ରମଣ ନୁହେଁ ଏବେ କରୋନାରେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଣୁ କରୋନା ରୋକିବାକୁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଇତି ମଧ୍ୟରେ…

ଅନ୍‌ଲକ୍ ୧.୦ର ନୂଆ ଗାଇଡ୍ ଲାଇନ୍ : ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିଠାରୁ ଆରମ୍ଭ ହୋଇଛି ଅନ୍‌ଲକ୍ ୧.୦ । ରାଜ୍ୟରେ ଏନେଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଜୁନ୍ ୩୦ ତାରିଖ ଯାଏ ଏହି ନୂଆ ଗାଇଡ୍ ଲଇନ୍ ଜାରି କରିଛନ୍ତି । ତେବେ ଫୋକସ୍‌ରେ ରହିଛି ୧୧ଟି ଜିଲ୍ଲା । ଏସବୁ…