ପିଲାଙ୍କ ଅକ୍ସିଜେନ୍ ଲେବଲ ୯୦ରୁ କମିଲେ ହୋଇଯାଆନ୍ତୁ ଆଲର୍ଟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ନୂଆ ଗାଇଡଲାଇନ୍
କରୋନାର ଦ୍ଵିତୀୟ ଲହରୀ ପରେ ଏବେ ତୃତୀୟ ଲହରୀ ପାଇଁ ଲୋକଙ୍କୁ ସଚେତନ କରିଛନ୍ତି ସରକାର। ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡଲାଇନ୍ ମୁତାବକ, ଯଦି ଛୋଟ ପିଲାଙ୍କ ଅକ୍ସିଜେନ୍ ଲେବଲ ୯୦ରୁ କମୁଛି ତେବେ ତାଙ୍କୁ ତୁରନ୍ତ ମେଡିକାଲରେ…