ନୂଆ iPhone ସିରିଜର ସବୁଠାରୁ ଶସ୍ତା ମଡେଲ୍ ହେବ iPhone 17e, ଲଞ୍ଚକୁ ନେଇ ଆସିଛି ବଡ଼ ଅପଡେଟ୍
Apple ଚଳିତ ବର୍ଷ ଶେଷ ପୂର୍ବରୁ ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ ନୂଆ iPhone ସିରିଜ୍ ଲଞ୍ଚ କରିପାରେ । ନୂଆ iPhone ସିରିଜ୍ ଲଞ୍ଚ ହେବା ପାଇଁ ଆହୁର ବହୁତ ସମୟ ବାକି ଅଛି, କିନ୍ତୁ ଏହା ମାସ ମାସ ଧରି ଖବରରେ ରହିଛି । iPhone 17 ସିରିଜ୍ ସମ୍ପର୍କରେ ନୂଆ ଲିକ୍ ସାମ୍ନାକୁ ଆସୁଛି । ଏକ…