Browsing Tag

new labour code

ନୂଆ ଲେବର କୋଡ୍‌ : ମହିଳା-ପୁରୁଷଙ୍କୁ ସମାନ ଦରମା, ୪ ଦିନ ଡ୍ୟୁଟି-୩ ଦିନ ଛୁଟି, ପିଏଫ ଅଧିକ, ମୁଖ୍ୟ ଦରମା କମ୍‌

ନୂଆଦିଲ୍ଲୀ : ଦେଶରେ ନୂଆ ଲେବର କୋଡ୍‌ ଲାଗୁ କରିବା ପ୍ରସ୍ତୁତିରେ ଅଛନ୍ତି କେନ୍ଦ୍ର ସରକାର । ସରକାର କର୍ମଚାରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ ପାଇଁ ନୂଆ ନିୟମ ଲାଗୁ କରିବା ପାଇଁ ପ୍ରସ୍ତୁତ କରୁଛନ୍ତି । ଏ ସମ୍ପର୍କରେ କିଛି ପରିସ୍କାର ସୂଚନା ନଥିବା ବେଳେ ସାପ୍ତାହିକ ଛୁଟି ଓ ଦରମାରେ…