ସାରା ବିଶ୍ବ ଗର୍ବ କଲା ଭଳି ହକି ଷ୍ଟାଡିୟମ ବିଶ୍ବ କପ୍ ପାଇଁ ପ୍ରସ୍ତୁତ
ଭୁବନେଶ୍ବର (କେନ୍ୟୁଜ୍) : ଆଗାମୀ ନଭେମ୍ବର ୨୮ ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ ବିଶ୍ବ କପ୍ । ଏଥିପାଇଁ ଜୋରସୋର ପ୍ରସ୍ତୁତି କରୁଛନ୍ତି ଓଡ଼ିଶା ସରକାର । ଗତକାଲି ନୂଆ ରୂପ ନେଇଥିବା ହକି ଷ୍ଟାଡିୟମକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…