ସଲମାନଙ୍କ ନ୍ୟୁ ବାଲ୍ଡ ଲୁକ୍ର ଭିଡିଓ ହେଲା ଭାଇରାଲ, ଫ୍ୟାନ୍ସ କହିଲେ ‘ତେରେ ନାମ ୨’ର ସ୍କ୍ରିପ୍ଟ ରେଡି’
ବଲିଉଡ ସୁପରଷ୍ଟାର ସଲମାନ ଖାନ୍ ତାଙ୍କ ଅପକମିଂ ପିଲ୍ମ ‘ଟାଇଗର ୩’କୁ ନେଇ ପ୍ରାୟତଃ ଚର୍ଚ୍ଚା ରହୁଛନ୍ତି । ଏବେ ପୁଣି ସୋସିଆଲ ମିଡିଆରେ ସଲମାନଙ୍କ ନ୍ୟୁ ବାଲ୍ଡ ଲୁକ୍ର ଏକ ଭିଡିଓ ଭାଇରାଲ ହେଉଛି । ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । ଅଗଷ୍ଟ ୨୦ ତାରିଖରେ ବଲିଉଡ ଭାଇଜାନ ମୁମ୍ବାଇର ଏକ…