Browsing Tag

new married bride

ଯେଉଁ ପଣ୍ଡିତ କରାଇଥିଲେ ବିବାହ, ୧୫ ଦିନ ପରେ ସେହି ପଣ୍ଡିତ ସହ ଫେରାର ହୋଇଗଲେ କନ୍ୟା

ନୂଆଦିଲ୍ଲୀ : ଆପଣ କେବେ ଶୁଣିଛନ୍ତି କି,ଯେଉଁ ପଣ୍ଡିତ ବାହାଘର କରାଇ ଥାଏ ସେହି ପଣ୍ଡିତ ସହିତ କନ୍ୟା ଫେରାର ହେଇଥିବ ଘଟଣା? ଆପଣଙ୍କୁ ଏହା ଅବିଶ୍ୱାସ ଲାଗୁଥିବା ନା? କିନ୍ତୁ ଏହା ବସ୍ତବରେ ସତ୍ୟ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ସିରୋଜର ଟେରି ବାଗରେଦ ଅଞ୍ଚଳରେ । ଯେଉଁ ଘଟଣା ଏବେ…

କେନ୍ଦ୍ରାପଡା : ନବ ବଧୂଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦରଥାନା ବାହାକଣ୍ଡିଆ ଲୁଣା ନଦୀ ପୋଲ ଉପରୁ ଡେଇଁ ନବ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ସେଠାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି…