‘ଭୂତ ବଙ୍ଗଲା’ ସେଟ୍ ହେଲା କ୍ରିକେଟ ଗ୍ରାଉଣ୍ଡ, ଶିଖର ଧୱନଙ୍କ ସହିତ ଖେଳିଲେ ମ୍ୟାଚ୍ ଅକ୍ଷୟ କୁମାର
ଦୀର୍ଘ ୧୪ ବର୍ଷ ପରେ ବଲିଉଡର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଯୋଡି ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନ ପୁଣିଥରେ ଏକାଠି ପରଦାକୁ ଫେରୁଛନ୍ତି । ଅକ୍ଷୟ ଏବଂ ପ୍ରିୟଦର୍ଶନ ଏକାସାଥିରେ ହିନ୍ଦୀ ସିନେମାକୁ ବହୁତ ବଢିଆ କମେଡି ଫିଲ୍ମ ଦେଇଛନ୍ତି । ଆଉ ଏବେ ଦୁହେଁ ପୁଣିଥରେ ହରର କମେଡି ଫିଲ୍ମ ଭୂତ…