ନବନିର୍ମିତ ସଂସଦ ଭବନ ବିଲ୍ଡିଂରୁ ଗଳୁଛି ବର୍ଷା ପାଣି, କଂଗ୍ରେସ ସାଂସଦ ସେୟାର କଲେ ଭିଡିଓ
ନୂଆ ସଂସଦ ଭବନ ବିଲ୍ଡିଂରୁ ଗଳୁଛି ବର୍ଷା ପାଣି । ଦିଲ୍ଲୀରେ ପ୍ରବଳ ବର୍ଷା ପରେ ସଂସଦ ଭବନ ଭିତରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ନିକଟରେ ନିର୍ମାଣ କାମ ଶେଷ ହୋଇ ସଂସଦର ଏହି ନୂତନ ବିଲ୍ଡିଂ ଖୋଲିଥିଲା । ମାତ୍ର ବର୍ଷ ପୂରୁଣୁ ଅବସ୍ଥା ଏମିତି ହୋଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ…