Browsing Tag

new police dg

ଆଜି ଇନଚାର୍ଜ ପୋଲିସ ଡିଜି ଭାବେ ଦାୟିତ୍ବ ନେବେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ଇନଚାର୍ଜ ପୋଲିସ ଡିଜି ଭାବେ ଦାୟିତ୍ବ ନେବେ ଅରୁଣ ଷଡ଼ଙ୍ଗୀ । ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନହେବା ଯାଏ ସେ ଅତିରିକ୍ତ ଦାୟିତ୍ବରେ ରହିବେ । ଆଜି ସରୁଛି ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ । ଡିଜିପି ନିଯୁକ୍ତି ନେଇ ଏଯାଏ ୟୁପିଏସସି ବୈଠକ ହୋଇ…

ଆଜି ଝାରସୁଗୁଡ଼ା ଯାଇପାରନ୍ତି ପୋଲିସ ଡିଜି ସୁନୀଲ ବଂଶଲ

ଭୁବନେଶ୍ୱର (କେନ୍ୟୁଜ) : ଆଜି ଝାରସୁଗୁଡ଼ା ଯାଇପାରନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା ତଦନ୍ତର ସମୀକ୍ଷା କରିବେ । ଆଜି ପୋଲିସ ଡିଜି ସୁନୀଲ ବଂଶଲ ଝାରସୁଗୁଡ଼ା ଯିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳକୁ ଯାଇ ତଦନ୍ତର ସମୀକ୍ଷା କରିବେ DGP । ତାଙ୍କ…

ରାଜ୍ୟର ନୂଆ ପୋଲିସ ଡିଜି ହେଲେ ସୁନୀଲ କୁମାର ବଂଶଲ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟର ନୂଆ ପୋଲିସ ଡିଜି ହେଲେ ସୁନୀଲ କୁମାର ବଂଶଲ । ନୂଆ ପୋଲିସ ଡିଜି ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ୧୯୮୭ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ କୁମାର ବଂଶଲ । ବର୍ତ୍ତମାନ ସେ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି…

କିଏ ହେବ ଓଡିଶା ପୋଲିସର ମୁଖିଆ? ରେସରେ ୭ ବରିଷ୍ଠ IPS

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ଡିସେମ୍ବରରେ ଅବସର ନେବେ ଡିଜି ଅଭୟ। ତାଙ୍କ ପରେ କିଏ ହେବ ଡିଜି। ଏ ନେଇ ଚର୍ଚ୍ଚା ଜାରି ରହିଛି। ବରିଷ୍ଠତା ଭିତ୍ତିରେ ଯେଉଁମାନଙ୍କ ନାଁ ଚର୍ଚ୍ଚାରେ ରହିଛି ସେମାନଙ୍କ ଭିତରେ ଅଛନ୍ତି ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ପ୍ରଦୀପ କପୁର ଓ ବି.କେ.ଶର୍ମା । ୧୯୮୭…

ମୋ ସରକାର ଯୋଜନାର ସମୀକ୍ଷା କଲେ ପୋଲିସ ଡିଜି ସତ୍ୟଜିତ ମହାନ୍ତି, ୧୦ ଅଭିଯୋଗକାରୀଙ୍କ ସହ ଫୋନ ଯୋଗେ ହେଲେ କଥା

କଟକ(କେନ୍ୟୁଜ୍): ମୋ ସରକାର ଯୋଜନାର ସମୀକ୍ଷା କଲେ ପୋଲିସ ଡିଜି ସତ୍ୟଜିତ ମହାନ୍ତି । ଟେଲିଫୋନରେ ବିଭିନ୍ନ ଜିଲ୍ଲାର ୧୦ ଅଭିଯୋଗକାରୀଙ୍କ ସହ କଥା ହେଲେ । ଥାନାରେ ପୋଲିସ ଆଚରଣ ଓ ଉଚ୍ଚାରଣ ନେଇ ଲୋକଙ୍କୁ ଠାରୁ ପଚାରିବୁଝିଛନ୍ତି । ଭୁବନେଶ୍ୱର ପୋଲିସ ଡିଜି କ୍ୟାମ୍ପ ଅଫିସରେ ଏହି ସମୀକ୍ଷା…

କେବେ ଯୋଗ ଦେବେ ନୂଆ ଡିଜିପି ଅଭୟ? ଲାଗି ରହିଛି ଚର୍ଚ୍ଚା

ଭୁବନେଶ୍ବର(କେନ୍ୟୁଜ୍): କେବେ ଯୋଗ ଦେବେ ନୂଆ ଡିଜିପି ଅଭୟ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅଭୟଙ୍କ ନିଯୁକ୍ତି ନେଇ ଗତ ୨୦ ତାରିଖ ଦିନ ଘୋଷଣା ହୋଇଥିଲା। କିନ୍ତୁ ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଯୋଗ ଦେବାକୁ ଆଉ ୪ -୫ ଦିନ ସମୟ ଲାଗିପାରେ। ଅଭୟ ଏବେ ହାଇଦ୍ରାବାଦରେ ଥିବା ସର୍ଦ୍ଦାର…

ଦାୟିତ୍ୱ ନେଲେ ନୂଆ ଡିଜିପି, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ କହିଲେ ବିଜୟ କୁମାର ଶର୍ମା

ପୋଲିସ ଡିଜିପି ଭାବରେ ଦାୟିତ୍ୱ ନେଇଛନ୍ତି ବିଜୟ କୁମାର ଶର୍ମା। ରାଜ୍ୟ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ବି. କେ. ଶର୍ମା କହିଛନ୍ତି, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ ରହିବ। ନକ୍ସଲ ଦମନକୁ ଗୁରୁତ୍ୱ…