Browsing Tag

new rule

ଡିସେମ୍ବରରେ ବଦଳୁଛି ଏହି ନିୟମ, ଆପଣଙ୍କ ଜୀବନ ଉପରେ ପଡିବ ଏହାର ସିଧା ପ୍ରଭାବ

ଆସନ୍ତାକାଲିରୁ ପରିବର୍ତ୍ତନ ହେବାକୁ ଯାଉଛି ଅନେକ ଗୁରୁତ୍ୱପୁର୍ଣ୍ଣ ନିୟମ। ଯାହାର ସିଧାପ୍ରଭାବ ଆପଣଙ୍କ ପକେଟ୍‌ ଉପରେ ପଡିବ। ଏହି ପରିବର୍ତ୍ତନ ଆପଣଙ୍କ ଦୈନ୍ୟନ୍ଦିନ ଜୀବନ ଉପରେ ନିଶ୍ଚୟ ପ୍ରଭାବ ପକାଇବ। ହଁ ଆଜ୍ଞା ଅନେକ କିଛି ନିୟମର ପରିବର୍ତ୍ତନ ହେଉଛି କାଲି ଠାରୁ। ଡିସେମ୍ବର…

ଚେକ ବାଉନ୍ସକୁ ନେଇ କେନ୍ଦ୍ର ସରକାର ଲାଗୁ କରିବେ ନୂଆ ନିୟମ, ବଦଳିବ ଏହିସବୁ ନିୟମ

ଚେକ୍‌ ବାଉନ୍ସ ଭଳି ସମସ୍ୟାର ୁ ବଞ୍ଚିବା ପାଇଁ କେନ୍ଦ୍ର ସରକାର ଆଣୁଛନ୍ତି ନୂଆ ନିୟମ। ଏଥିପାଇଁ ସରକାର ଲାଗୁ କରିବେ ନୂଆ ନିଷ୍ପତ୍ତି। ଉଦ୍ୟୋଗ ସଂଗଠନ ପିଏଚଡି ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ନିକଟରେ ବିତ୍ତ ମନ୍ତ୍ରାଳୟ କୁ ଅନୁରୋଧ କରିଛି ଯେ ଚେକ ବାଉନ୍ସ ମାମଲାରେ ବ୍ୟାଙ୍କ ରୁ…

PM Kisanର ଅପାତ୍ର ଲୋକଙ୍କଠୁ ସରକାର ଫେରାଇନେବେ ଟଙ୍କା, ଆସିଲା କଡ଼ା ନିୟମ

ପିଏମ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ କୃଷକଙ୍କ ଖାତାକୁ ୧୨ତମ କିସ୍ତି ଖୁବ ଶୀଘ୍ର ଆସିବ। କିନ୍ତୁ ଏଥିରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏବେ ଏହି ଯୋଜନାରେ ପତି ପତ୍ନୀ ଦୁହିଁଙ୍କୁ ଟଙ୍କା ମିଳିବ । ପିଏମ କିସାନ ସମ୍ମାନ ନିଧି ଯୋଜନାରେ ସରକାର କୃଷକ ମାନଙ୍କ ଖାତାକୁ ବାର୍ଷିକ…

ଅଟଳ ପେନସନ୍‌ ଯୋଜନାରୁ ବାଦ୍‌ ପଡ଼ିବେ ଏମାନେ, ଆସୁଛି ନୂଆ ନିୟମ

ସମସ୍ତଙ୍କୁ ଅଳ୍ପ ବହୁତ ଜଣାଥିବ ଅଟଳ ପେନସନ୍‌ ଯୋଜନା ବିଷୟରେ । ଏହି ଯୋଜନାରେ ଏବେ ଗୋଟିଏ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଆଗାମୀ ଅକଟୋବର ୧ ତରିଖରୁ ଲାଗୁ ହେବ । ଯେଉଁମାନେ ଅଟଳ ପେନସନ୍‌ ଯୋଜନାରେ ଯୋଡ଼ି ହେବାକୁ ଚାହୁଁଛନ୍ତି ସେମାନେ ଯଦି ଆୟକର ପଇଠ କରୁଥିବେ ତେବେ ସେମାନଙ୍କୁ…

ଟ୍ରେନରେ ଦରକାର ଠୁ ଅଧିକ ଜିନିଷ ନେଲେ ଭରିବେ ଏକ୍ସଟ୍ରା ଫାଇନ, ରେଳ ବିଭାଗ ଦେଲେ ନୂଆ ସୂଚନା

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏବେ ଟ୍ରେନରେ ଯାତ୍ରା କରିବା ସମୟରେ ଦରକାରଠୁ ଅଧିକ ଜିନିଷ ନେବା ଉପରେ ରେଳ ବିଭାଗ ରୋକ ଲଗାଇଛନ୍ତି। ରେଳ ବିଭାଗ ଯାତ୍ରୀ ମାନଙ୍କୁ ଏଥିପାଇଁ ଆଗୁଆ ସତର୍କ କରିଛନ୍ତି। ବିଭାଗ ତରଫରୁ କୁହାଯାଇଛି ଯେ ଅଧିକ ଜିନିଷ ନେବାକୁ…

୧ ଜୁନରୁ ଏହି ୫ଟି ନିୟମରେ ହେଉଛି ବଡ଼ ପରିବର୍ତ୍ତନ, ଆଗୁଆ ଜାଣି ନିଅନ୍ତୁ

ଆଜି ମେ ମାସ ଶେଷ ହେଉଛି। ଆସନ୍ତା କାଲି ମାନେ ଜୁନ ୧ ରୁ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ। ଏହି ନିୟମରେ ସୁନା କିଣା ଠୁ ଆରମ୍ଭ କରି ବ୍ୟାକିଂ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ପରିବର୍ତ୍ତନ ହେବ । ସବୁ ମାସ ପରି ଜୁନ ମାସରେ…

ଆସନ୍ତା ମାସରେ ହେବ ବଜେଟ ଉପସ୍ଥାପନ, ଏହିସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ, ଜାଣିନିଅନ୍ତୁ

ନୂଆବର୍ଷର ପ୍ରଥମ ମାସ ମାନେ ଜାନୁଆରୀ ମାସ ଏବେ ସରିଯିବ । ଆସନ୍ତା ମାସ ଫେବୃଆରୀ ମାସର ପ୍ରଥମ ଦିନରୁ ହିଁ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।ଫେବୃଆରୀ ମାସରେ ଓ୍ଵାର୍କିଂ ସେକ୍ଟରକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୧ ଫେବୃଆରୀରୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଚଳିତ…

ଟ୍ରାଫିକରେ ଚାଲାଣ କଟିଲେ ବି ଦେବାକୁ ପଡିବନି ଟଙ୍କା, ଆସିଲା ନୂଆ ନିୟମ

ଯଦି ଆପଣ ଗାଡି ଚଲାଉଛନ୍ତି ତାହେଲେ ଆପଣ ନିହାତି ଭାବେ ସମସ୍ତ ଟ୍ରାଫିକ ନିୟମ ବିଷୟରେ ଜାଣିବା ଉଚିତ। ପେଟ୍ରୋଲ ଡିଜେଲର ଦର ବୃଦ୍ଧି କାରଣରୁ ଗାଡି ଚଲାଇବା ପୂର୍ବ ଅପେକ୍ଷା ଏବେ ଅଧିକ ମୁସକିଲ ହୋଇଯାଇଛି। ଏମିତିରେ ଯଦି ଚାଲାଣ କାଟିଯାଏ ତାହେଲେ ବୋଝ ଉପରେ ନଳିତା ବିଡା ଭଳି ହୋଇଯିବ। ଏପଟେ…

ୟୁଜର୍ସଙ୍କ ସମସ୍ୟାକୁ ଧ୍ୟାନରେ ରଖି ନମ୍ବର ପୋର୍ଟିବିଲିଟିକୁ ନେଇ TRAIର ନୂଆ ନିୟମ, ଜାଣନ୍ତୁ

ଆସିଲା ଦୂରସଞ୍ଚାର ନିୟାମକ ପ୍ରାଧିକରଣ ସଂସ୍ଥା ପକ୍ଷରୁ ବଡ଼ ଘୋଷଣା। ଦୂରସଞ୍ଚାର ନିୟାମକ ଟ୍ରାଇ ଗତ ମଙ୍ଗଳବାର ମୋବାଇଲ ଗ୍ରାହକଙକ ପାଇଁ ନୂଆ ନିୟମ ଆଣିିଛି। କମ୍ପାନୀ ଏବେ ସମସ୍ତ ମୋବଇଲ ଗ୍ରାହକଙ୍କ ନମ୍ବର ସମାନ ରଖିବା ସହିତ ତାର କମ୍ପାନି ପରିବର୍ତ୍ତନକୁ ନେଇ sms ସୁବିଧାରେ ତତ୍କାଳ…

ସରକାରଙ୍କ ଲାଗୁ ହେଲା ନୂଆ ନିୟମ, ଏବେ କର୍ମଚାରୀଙ୍କୁ ମିଳିବ ୩ଦିନ ଛୁଟି

କର୍ମଚାରୀଙ୍କ ଫାଇଦା ପାଇଁ ସରକାରଙ୍କ ନୂଆ ନିୟମ। ଏବେ କର୍ମଚାରୀ ଅଫିସରେ ସପ୍ତାହକୁ ମାତ୍ର ସାଢ଼େ ଚାରି ଦିନ କରିବେ କାମ । ଏହି ଖବର ନିଶ୍ଚିତ ଭାବେ ଅଫିସ କର୍ମଚାରୀଙ୍କୁ ଖୁସି କରିଦେବ । ସଂଯୁକ୍ତ ରାଷ୍ଟ୍ର ଆରବ ଅମିରତ ବା UAE ସରକାର କର୍ମଚାରୀଙ୍କ ପାଇଁ ଏହି ନିୟମ ବାହାର କରିଛନ୍ତି।…

ପାର୍ବଣ ସମୟରେ ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଲା କଡ଼ା ନିୟମ, ଜାଣନ୍ତୁ

ଆସିଛି ପାର୍ବଣ ସମୟ। ଏହି ଅବସରରେ ପୁଣି ଥରେ ଆସିଯାଇଛି ସରକାରଙ୍କ ନୂଆ ନିୟମ। ଖାସ କରି ଡ୍ରାଇଭିଂ କରୁଥିବା ଲୋକଙ୍କ ପାଇଁ ଏହି ନିୟମ ବାହାର କରାଯାଇଛି। ଏବେ ବିପଦପୂର୍ଣ୍ଣ ଭାବେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଉପରେ ପୁଣି ଥରେ ଲାଗୁ ହେବ କଡ଼ା ନିୟମ। ଏଥର ନିୟମ ଭାଙ୍ଗିଲେ ଭୋଗିବେ କଠିନ…

EPFO: ଆପଣଙ୍କର ଇପିଏଫ୍‌ ଆକାଉଣ୍ଟ ଅଛି କି; ତେବେ ଆପଣବି ପାଇପାରିବେ ୭ ଲକ୍ଷ ଟଙ୍କାର ସୁବିଧା, ଜାଣନ୍ତୁ କିପରି

ଭବିଷ୍ୟ ନିଧିବା ଇପିଏଫ୍ର ଅେନକ ସୁବିଧା ରହିଛି । ଏଥିରେ ଆବଶ୍ୟକ ସମୟରେ କର୍ମଚାରୀମାନେ ଟଙ୍କା ଉଠାଇ ପାରନ୍ତି ଏହା ସହ ୧୫ ବର୍ଷ ପୂରଣ ହେବା ପରେ ଜଣେ ପେନସନ୍‌ ପାଇଁ ଯୋଗ୍ୟ ହୋଇଥାଏ । ବେସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ଏହା ବେଶ୍‌ ଲାଭ ଦାୟକ । ଏବେ ଇପିଏଫ୍‌ କଟୁଥିବା…