ଏହି ମାସ ଠାରୁ ପରିବର୍ତ୍ତନ ହେଲା ଏଟିଏମ ଏବଂ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ଏହି ୫ ନିୟମ
ଏହି ମାସ ଠାରୁ ଏଟିଏମରେ ଟଙ୍କା ଉଠାଇବା, ମିନିମମ୍ ବ୍ୟାଙ୍କ୍ ଆକାଉଣ୍ଟ ବାଲାନ୍ସ, ମ୍ୟୁଚୁଆଲ ଫଣ୍ଡ ଏବଂ ଅଟଳ ପେନସନ ଯୋଜନା ସହିତ ସମ୍ବନ୍ଧୀତ ଟଙ୍କା ଟ୍ରାନଜାକସନ ପାଇଁ ଅନେକ ନୂଆ ନିୟମ ଲାଗୁ ହୋଇଛି।
ଏଟିଏମରୁ ଟଙ୍କା ଉଠାଇବା ଶୁଳ୍କ
କୋଭିଡ-୧୯ର ବଢ଼ୁଥିବା ସ୍ଥିତିକୁ ଦେଖି ଅର୍ଥମନ୍ତ୍ରୀ…