ମହାରାଷ୍ଟ୍ରର ପଶ୍ଚିମ ଘାଟରେ ମିଳିଲା ନୂଆ ପ୍ରଜାତିର ସାପ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସାନ ପୁଅଙ୍କ…
ମହାରାଷ୍ଟ୍ର: ମହାରାଷ୍ଟ୍ରର ପଶ୍ଚିମ ଘାଟରେ ସାପର ଏକ ନୂଆ ପ୍ରଜାତି ମିଳିଛି ଯାହାର ନାଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ୍ ଠାକରେଙ୍କ ନାଁରେ ନାମିତ କରାଯାଇଛି । ଏହି ପ୍ରଜାତିର ସାପକୁ ଖୋଜିବାରେ ତେଜସଙ୍କ ବହୁତ ବଡ ଯୋଗଦାନ ରହିଛି । ଯେଉଁଥିପାଇଁ ତାଙ୍କ ନାମରେ ନାମିତ…