ନବମ ଓ ଦଶମରେ ନୂଆ ବିଷୟ, ସିଲାବସରେ ରଖାଯାଇଛି ୪ଟି ଆସ୍ପିରେସନାଲ୍ କମ୍ପୋନେଣ୍ଟ
କେନ୍ୟୁଜ୍(ବ୍ୟୁରୋ): ନବମ, ଦଶମରେ ଏଣିକି ନୂଆ ବିଷୟ ପଢିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ୨୦୨୨-୨୩ ଶିକ୍ଷା ବର୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦରେ ଲାଗୁ ହେବ ନୂଆ କରିକୁଲମ । ସିଲାବସରେ ୪ଟି ଆସ୍ପିରେସନାଲ୍ କମ୍ପୋନେଣ୍ଟ ରଖାଯାଇଛି ଆସ୍ପିରେସ୍ନାଲ କମ୍ପୋନେଣ୍ଟରେ ରହିବ ୪ଟି ବିଷୟ।
ବୁକ୍…