ସାମ୍ନାକୁ ଆସିଲା କରୋନାର ଆଉ ଏକ ନୂଆ ଲକ୍ଷଣ, ପାଟିରେ ଘା’ ହୋଇଥିଲେ ବି କରାନ୍ତୁ କୋଭିଡ୍ ପରୀକ୍ଷା
କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବା ସହ ନୂଆ ନୂଆ ରୂପରେ ସାମ୍ନାକୁ ଆସୁଛି। ପୂର୍ବରୁ ଥଣ୍ଡା, କାଶ, ସ୍ୱାଦ ଜାଣିନପାରିବା ଆଦିକୁ କରୋନାର ଲକ୍ଷଣ ଭାବେ ଧରାଯାଉଥିବା ବେଳେ ଏବେ ଆଉ କେତେକ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ଏହି ତାଲିକାରେ ଏବେ ଆଉ ଏକ ନୂଆ ଲକ୍ଷଣ ସାମିଲ ହୋଇଛି।…