Browsing Tag

new technique

Video Call ସମୟରେ ଏଣିକି ପରସ୍ପରକୁ ଛୁଇଁପାରିବେ ୟୁଜର୍ସ, ଆମେରିକା ବୈଜ୍ଞାନିକ ବାହାର କଲେ ନୂଆ ଟେକନିକ୍‌

ଏବେ ୟୁଜର୍ସ ଭିଡ଼ିଓ କଲ କଲେ ପରସ୍ପରକୁ କରିପାରିବେ ଟଚ୍‌। ଖୁବ ଶୀଘ୍ର ଏମିତି ଏକ ଡିଭାଇସ୍‌ ଆସୁଛି ଯେଉଁଥିରେ ଆପଣ କାହାକୁ ବି କଲ କରନ୍ତୁ ନା କାହିଁକି ଏମିତିରେ ଖାଲି ଦେଖିପାରିବେନି ଏବେ ତାଙ୍କୁ ସ୍ପର୍ଶ ବି କରିପାରିବେ। ଅତ୍ୟାଧୁନିକ ଜ୍ଞାନ କୌଶଳ ସାହା ଯ୍ୟରେ ଏହି ଅସମ୍ଭବ କାମ କୁ…